ଅଶ୍ଳୀଳତାର ସଜ୍ଞା ନିର୍ଦ୍ଧାରଣ କରିବ କିଏ ? | Odisha Reporter
2023ରେ ନିୟମ କରିଥିଲେ ପୂର୍ବତନ ସରକାର। ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଯାଇଥିଲା। ଏବେ ପୁଣି ସମାନ କଥା ଉଠାଇଛନ୍ତି ନୂତନ ସରକାର। ଏହାରି ଭିତରେ ପ୍ରଶ୍ନ ଉଠୁଛି, ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ ? ଏଥିପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଆବଶ୍ୟକ ନୁହେଁ କି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
