2023ରେ ନିୟମ କରିଥିଲେ ପୂର୍ବତନ ସରକାର। ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଯାଇଥିଲା। ଏବେ ପୁଣି ସମାନ କଥା ଉଠାଇଛନ୍ତି ନୂତନ ସରକାର। ଏହାରି ଭିତରେ ପ୍ରଶ୍ନ ଉଠୁଛି, ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ ? ଏଥିପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଆବଶ୍ୟକ ନୁହେଁ କି ?
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jollywood
ଆଉ ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ
ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍ ବଢ଼ୁଛି। ହେଲେ ନାଟକରେ ଆଇଟମ୍ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି।
Jollywood
ହଠାତ୍ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡ଼ିଲେ ଅଭିନେତା ସୋମେଶ, ବଡ଼ ଅଭିଯୋଗ ଆଣିଲେ
ଏକଦା ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ସୋମେଶଙ୍କ କହିବା କଥା ଯେ ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ।
Jollywood
ମଞ୍ଚରେ ନାଚ ଶିଖାଉଥିବା ବେଳେ ଟଳିପଡ଼ିଲେ ନୃତ୍ୟ ନିର୍ଦ୍ଦେଶକ
ଯେଉଁ ନୃତ୍ୟକୁ ପେଶାକରି ସାରା ଜୀବନ ରଙ୍ଗ ମଞ୍ଚରେ ନାଚିଥିଲେ, ଆଜି ଜୀବନର ଶେଷ ସିନ୍ରେ ଶେଷ ନୃତ୍ୟ କରୁଥିବା ବେଳେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ନେପା ସାର।
Entertainment
ପୁରୁଷ ବନ୍ଧୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାଣୀ ପଣ୍ଡା
'ଆମେ ଲିଭ୍ ଇନ୍ ରେ ରହୁଥିଲୁ। ସେ ମୋ ଘରକୁ ଆସୁଥିଲା, ଖାଉଥିଲା, ପିଉଥିଲା..ମୋ କଥା ତା' ଏରିଆ ଲୋକ ଜାଣିଛନ୍ତି।'