Advertisment

ପରିବା ଚାଷରେ ମାତିଛନ୍ତି ଜୁହି

ମୁମ୍ବାଇ: ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି। ତେବେ ଘରେ ନ ବସି ବଗିଚା କାମରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଉଛନ୍ତି। ଏନେଇ ସେ କିଛି ଫଟୋ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଏକ ଗିନା ଧରିଛନ୍ତି ଓ ଆଉ ଏକ ହାତରେ ଲୁହାର ଏକ ଉପକରଣ ଧରି ମାଟି ଖୋଳୁଛନ୍ତି। […]

ପରିବା ଚାଷରେ ମାତିଛନ୍ତି ଜୁହି

juhi

Advertisment
ମୁମ୍ବାଇ: ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି। ତେବେ ଘରେ ନ ବସି ବଗିଚା କାମରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଉଛନ୍ତି। ଏନେଇ ସେ କିଛି ଫଟୋ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଏକ ଗିନା ଧରିଛନ୍ତି ଓ ଆଉ ଏକ ହାତରେ ଲୁହାର ଏକ ଉପକରଣ ଧରି ମାଟି ଖୋଳୁଛନ୍ତି।
Advertisment
ଫଟୋ ଗୁଡ଼ିକୁ ଶେଆର କରି ଜୁହି ଲେଖିଛନ୍ତି, ଏଇ ଦେଖନ୍ତୁ !! ମୋର ନୂଆ କାମ...ମେଥି, ଟମାଟୋ ଓ ଧନିଆ ଲଗାଇବା ପାଇଁ ପଟି ତିଆରି କରୁଛି। ଦେଖିବା କ’ଣ ହେଉଛି।
Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe