Advertisment

ହ୍ରିତିକ୍ ଓ ୟ୍ୟାମିଙ୍କ ଫିଲ୍ମ ‘କାବୀଲ’ ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହେଲା ହ୍ରିତିକ୍ ରୋଶନ ଓ ୟ୍ୟାମି ଗୌତମଙ୍କ ଉପରେ ଅଭିନିତ ଫିଲ୍ମ ‘କାବୀଲ’ ର ଟ୍ରେଲର। ଫିଲ୍ମରେ ଉଭୟ ଅନ୍ଧ ଭୂମିକାରେ ନଜର ଆସିବେ। ଫିଲରେ ହ୍ରିତିକ୍ ରୋହନ ଭଟନାଗର ଏବଂ ୟ୍ୟାମି ସୁ ଚରିତ୍ରରେ ନଜର ଆସିବେ। ଟ୍ରେଲର ଦେଖି ଜଣେ ଯେ କେହି କହିପାରିବ, ଫିଲ୍ମରେ ଉଭୟଙ୍କ ଭଲପାଇବାକୁ ଅତି ସୁନ୍ଦର ଭାବେ ଦେଖାଯାଇଛି ବୋଲି। ଟ୍ରେଲର ଅନୁଯାୟୀ ୟ୍ୟାମିଙ୍କ ସହ ଘଟିଥିବା ଏକ ଘଟଣାକୁ ନେଇ ହ୍ରିତିକ କିପରି ପ୍ରତିଶୋଧ […]

author-image
Rakesh Mallick
ହ୍ରିତିକ୍ ଓ ୟ୍ୟାମିଙ୍କ ଫିଲ୍ମ ‘କାବୀଲ’ ର ଟ୍ରେଲର ରିଲିଜ

kabil

ମୁମ୍ବାଇ: ରିଲିଜ ହେଲା ହ୍ରିତିକ୍ ରୋଶନ ଓ ୟ୍ୟାମି ଗୌତମଙ୍କ ଉପରେ ଅଭିନିତ ଫିଲ୍ମ ‘କାବୀଲ’ ର ଟ୍ରେଲର। ଫିଲ୍ମରେ ଉଭୟ ଅନ୍ଧ ଭୂମିକାରେ ନଜର ଆସିବେ। ଫିଲରେ ହ୍ରିତିକ୍ ରୋହନ ଭଟନାଗର ଏବଂ ୟ୍ୟାମି ସୁ ଚରିତ୍ରରେ ନଜର ଆସିବେ। ଟ୍ରେଲର ଦେଖି ଜଣେ ଯେ କେହି କହିପାରିବ, ଫିଲ୍ମରେ ଉଭୟଙ୍କ ଭଲପାଇବାକୁ ଅତି ସୁନ୍ଦର ଭାବେ ଦେଖାଯାଇଛି ବୋଲି। ଟ୍ରେଲର ଅନୁଯାୟୀ ୟ୍ୟାମିଙ୍କ ସହ ଘଟିଥିବା ଏକ ଘଟଣାକୁ ନେଇ ହ୍ରିତିକ କିପରି ପ୍ରତିଶୋଧ ନେଉଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ।

Advertisment

ଫିଲ୍ମରେ ରୋହିତ ଓ ରୋନିତ ରୟ ଉଭୟଙ୍କୁ ନେଗେଟିଭ ଭୂମିକାରେ ଦେଖାଯାଇଛି। ପ୍ରଯୋଜକ ରାକେଶ ରୋଶନ ଓ ନିର୍ଦ୍ଦେଶକ ସଂଜୟ ଗୁପ୍ତାଙ୍କ ଏହି ଫିଲ୍ମ ଜାନୁଆରୀ ୨୬, ୨୦୧୭ରେ ବଡ଼ ପରଦାରେ ଆସିବ।