କାଜଲଙ୍କ ଡାଇରେକ୍ଟର ହେବେ ରେବତୀ

ପୁଣି ଥରେ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ପାଗଳ କରିବାକୁ ଅଣ୍ଟା ଭିଡିଲେଣି କାଜଲ। ଏଥର କାଜଲଙ୍କୁ ଡାଇରେକ୍ଟ କରିବେ   ଦକ୍ଷିଣ ଭାରତ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଅଭିନେତ୍ରୀ ରେବତୀ  । ଏହି ଫିଲ୍ମ ନାଁ ‘ଦ ଲାଷ୍ଟ ହୁରା’ ରହିଥିବା ବେଳେ ଏକ ନାରୀକେନ୍ଦ୍ରିକ ଫିଲ୍ମ । ଏହାର ଲିଡ୍‌ ରୋଲରେ ନଜର ଆସିବେ କାଜଲ । କାଜଲ ସୋଶାଲ ମିଡିଆରେ ରେବତୀଙ୍କ ସହ ନିଜର ଏକ ଫଟୋ ଶେଆର […]

kajol-&-revati

kajol-&-revati

Niharika Rout
  • Published: Thursday, 07 October 2021
  • Updated: 07 October 2021, 04:30 PM IST

Sports

Latest News

ପୁଣି ଥରେ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ପାଗଳ କରିବାକୁ ଅଣ୍ଟା ଭିଡିଲେଣି କାଜଲ। ଏଥର କାଜଲଙ୍କୁ ଡାଇରେକ୍ଟ କରିବେ   ଦକ୍ଷିଣ ଭାରତ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଅଭିନେତ୍ରୀ ରେବତୀ  । ଏହି ଫିଲ୍ମ ନାଁ ‘ଦ ଲାଷ୍ଟ ହୁରା’ ରହିଥିବା ବେଳେ ଏକ ନାରୀକେନ୍ଦ୍ରିକ ଫିଲ୍ମ । ଏହାର ଲିଡ୍‌ ରୋଲରେ ନଜର ଆସିବେ କାଜଲ ।

କାଜଲ ସୋଶାଲ ମିଡିଆରେ ରେବତୀଙ୍କ ସହ ନିଜର ଏକ ଫଟୋ ଶେଆର କରି ଏହି ଗୁଡ ନ୍ୟୁଜ୍‌  ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ନିଜ ଆଗାମୀ ଫିଲ୍ମ ନାଁ ‘ଦ ଲାଷ୍ଟ ହୁରା’ ଘୋଷଣା କରି ସେ ଖୁବ୍‌ ଖୁସି ଜାହିର କରିଛନ୍ତି ।  କାଜଲ ଲେଖିଛନ୍ତି, ହଁ କହିବା ଛଡ଼ା ମୋ ପାଖରେ ଆଉ କିଛି ବାଟ ନ ଥିଲା। ଏହି ଫିଲ୍ମ ମୋତେ ଅଫର ହେବା ପରେ ମୁଁ ଝଟାପଟ ହଁ ମାରିଦେଲି । ଏହାବାଦ  ବହୁମୁଖି ପ୍ରତିଭା ରେବତୀ ଏହି ଫିଲ୍ମ ଡାଇରେକ୍ଟ କରୁଥିବାରୁ ସେ ତାଙ୍କ ସହ କାମ କରିବାକୁ ଖୁବ୍‌ ଏକ୍ସାଇଟେଡ ଥିବା କହିଛନ୍ତି।

ଏକ ବାସ୍ତବିକ କାହାଣୀ ଉପରେ ଆଧାରିତ  ଫିଲ୍ମ ‘ଦ ଲାଷ୍ଟ ହୁରା’ ବେଶ୍‌ ପ୍ରେରଣାଦାୟକ । ‘ସୁଜାତା’ ନାମକ ଚରିତ୍ରର ଚାରିପଟେ ଫିଲ୍ମଟି ଘୂରି ବୁଲୁଥିବା ବେଳେ ଏହି ମହିଳାଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ। ଫିଲ୍ମର ଷ୍ଟାରକାଷ୍ଟ ଫାଇନାଲ ହୋଇଯାଇଥିବା ବେଳେ ଏହା ଏବେ ପ୍ରି-ପ୍ରଡକସନ୍‌ ଷ୍ଟେଜ୍‌ରେ ଅଛି । ଖୁବ୍‌ ଶୀଘ୍ର ଏହା ଫ୍ଲୋରକୁ ଯିବ ବୋଲି ପ୍ରଡକସନ୍‌ ୟୁନିଟ୍‌ ତରଫରୁ କୁହାଯାଇଛି।

କାଜଲଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ ନେଇ ରେବତୀ କହିଛନ୍ତି, ଏହି ଫିଲ୍ମରେ ସୁଜାତାଙ୍କ ଯାତ୍ରା ମୋ ହୃଦୟକୁ ବେଶ୍‌ ଛୁଇଁପାରିଛି। ଏହି ଫିଲ୍ମ କାହାଣୀ ଶୁଣୁଥିବା ବେଳେ ସୁଜାତାଙ୍କ ଚରିତ୍ରରେ ମୁଁ ପ୍ରଥମେ କାଜଲଙ୍କୁ ହିଁ ଦେଖିବାକୁ ପାଇଲି।  ଜୀବନରେ ସବୁ କିଛି ସମ୍ଭବ ବୋଲି ବିଶ୍ୱାସ ଜନ୍ମାଇବାକୁ ତାଙ୍କ କଥାକୁହା ଆଖି ସାଙ୍ଗକୁ ନିଷ୍ପାପ ହସ ଯଥେଷ୍ଟ। ତେଣୁ ସୁଜାତା ଚରିତ୍ର ପାଇଁ ସମସ୍ତ ଆବଶ୍ୟକ  ଗୁଣ କାଜଲଙ୍କଠାରେ ଭରି ହୋଇ ରହିଛି।  ଏହାବାଦ କାଜଲଙ୍କ ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି ରେବତୀ ।

ଅପରପକ୍ଷେ, ଏନେଇ କାଜଲ କହିଛନ୍ତି, ଏହି କାହାଣୀ ଶୁଣିବା ପରଠୁ ମୁଁ ସୁଜାତା ଚରିତ୍ର ସହ ନିଜକୁ ଯୋଡ଼ିବାକୁ ଲାଗିଛି । ଏହି ଯାତ୍ରା ବାସ୍ତବରେ ଖୁବ୍‌ ଅବିଶ୍ୱସନୀୟ ଓ ପ୍ରେରଣାଦାୟୀ ବୋଲି ହୃଦୟଙ୍ଗମ କଲି। ଏହା ଏକ ସୁନ୍ଦର ଯାତ୍ରା ହୋଇଥିବାରୁ ଏହାକୁ ସମସ୍ତଙ୍କ ସହ ଶେଆର କରିବା ଆବଶ୍ୟକ ବୋଲି ଅନୁଭବ କରି ହଁ ମାରିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରେବତୀ  ନିଜ କାନ୍ଧକୁ ନେଇଛନ୍ତି।

ଏହି ୨ ଅଭିନେତ୍ରୀ ନିଜ ନିଜ କ୍ଷେତ୍ରରେ ପାୱାର ହାଉସ ହୋଇଥିବା ବେଳେ ରେବତୀଙ୍କ ସୁଷ୍ମ ନିର୍ଦ୍ଦେଶନା ଓ କାଜଳଙ୍କ ଉତ୍କୃଷ୍ଟ ଅଭିନୟ ଯାଦୁ ବହୁ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଫିଲ୍ମର ପ୍ରଡ୍ୟୁସର ସୁରଜ ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story