ହସ୍ପିଟାଲରେ କମଲ ହାସନ

ନୂଆଦିଲ୍ଲୀ: ଫିଲ୍ମ ଶୁଟିଂ ବେଳେ ଆହତ ହେବା ସୁପରଷ୍ଟାର କମଲ ହାସନଙ୍କ ପାଇଁ ଅତି ସାଧାରଣ କଥା। ହେଲେ ଆଜି ସକାଳେ କମଲ ହାସନ ଚେନ୍ନାଇ ସ୍ଥିତ ତାଙ୍କ ଅଫିସ୍‌ରେ ପଡ଼ି ଯିବାରୁ ତାଙ୍କ ଦୁଇ ପାଦରେ ଆଘାତ ଲାଗିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଫିସ୍‌ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିବା କୁହାଯାଉଛି।