ହସ୍ପିଟାଲରେ କମଲ ହାସନ

ନୂଆଦିଲ୍ଲୀ: ଫିଲ୍ମ ଶୁଟିଂ ବେଳେ ଆହତ ହେବା ସୁପରଷ୍ଟାର କମଲ ହାସନଙ୍କ ପାଇଁ ଅତି ସାଧାରଣ କଥା। ହେଲେ ଆଜି ସକାଳେ କମଲ ହାସନ ଚେନ୍ନାଇ ସ୍ଥିତ ତାଙ୍କ ଅଫିସ୍‌ରେ ପଡ଼ି ଯିବାରୁ ତାଙ୍କ ଦୁଇ ପାଦରେ ଆଘାତ ଲାଗିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଫିସ୍‌ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିବା କୁହାଯାଉଛି।

kamal-hasan

kamal-hasan

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 03:36 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ଶୁଟିଂ ବେଳେ ଆହତ ହେବା ସୁପରଷ୍ଟାର କମଲ ହାସନଙ୍କ ପାଇଁ ଅତି ସାଧାରଣ କଥା। ହେଲେ ଆଜି ସକାଳେ କମଲ ହାସନ ଚେନ୍ନାଇ ସ୍ଥିତ ତାଙ୍କ ଅଫିସ୍‌ରେ ପଡ଼ି ଯିବାରୁ ତାଙ୍କ ଦୁଇ ପାଦରେ ଆଘାତ ଲାଗିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଫିସ୍‌ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos