Advertisment

କାମ୍ୟା ବହୁତ ଖୁସି, ବିଦାୟୀ ବେଳେ ବି ହସୁଥିଲେ

ମୁମ୍ବାଇ: ଗତକାଲି ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀଙ୍କର ବାହାଘର ଶେଷ ହୋଇଯାଇଛି। ସୋଶାଲ୍‌ ମିଡିଆରେ ତାଙ୍କର ପ୍ରିୱେଡ଼ିଂ ସେରିମନି- ନିର୍ବନ୍ଧ, ହଲ୍‌ଦି ଓ ମେହେନ୍ଦୀର ଫଟୋ ସବୁ ଟ୍ରେଣ୍ଡ କରିଥିଲା । ଆଉ ଏବେ ତାଙ୍କ ବାହାଘରର ଫଟୋ ଭାଇରାଲ୍‌ ହେଉଛି। ବ୍ରାଇଡାଲ୍‌ ଲୁକ୍‌ରେ କାମ୍ୟା ବହୁତ ସୁନ୍ଦର ଦେଖାଯାଉଛନ୍ତି। https://www.instagram.com/p/B8YcVL7hCLD/?utm_source=ig_web_copy_link https://www.instagram.com/p/B8ZKJUKBpIz/?utm_source=ig_web_copy_link ଭାଇରାଲ୍‌ ହେଉଥିବା ଫଟୋରେ କାମ୍ୟା ଲାଲ୍‌ ଲେହଙ୍ଗା ଓ ଗୋଲ୍ଡେନ୍‌ ଜୁଏଲାରୀ ପିନ୍ଧି ବେଶ୍‌ ଗର୍ଜିୟସ୍‌ ଲାଗୁଛନ୍ତି। କାମ୍ୟାଙ୍କ ବ୍ରାଇଡାଲ୍‌ ଲୁକ୍‌ ତାଙ୍କ […]

author-image
Chinmayee Roy
ଅଦ୍ୟତନ ହୋଇଛି
କାମ୍ୟା ବହୁତ ଖୁସି, ବିଦାୟୀ ବେଳେ ବି ହସୁଥିଲେ

kamya wedding

ମୁମ୍ବାଇ: ଗତକାଲି ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀଙ୍କର ବାହାଘର ଶେଷ ହୋଇଯାଇଛି। ସୋଶାଲ୍‌ ମିଡିଆରେ ତାଙ୍କର ପ୍ରିୱେଡ଼ିଂ ସେରିମନି- ନିର୍ବନ୍ଧ, ହଲ୍‌ଦି ଓ ମେହେନ୍ଦୀର ଫଟୋ ସବୁ ଟ୍ରେଣ୍ଡ କରିଥିଲା । ଆଉ ଏବେ ତାଙ୍କ ବାହାଘରର ଫଟୋ ଭାଇରାଲ୍‌ ହେଉଛି। ବ୍ରାଇଡାଲ୍‌ ଲୁକ୍‌ରେ କାମ୍ୟା ବହୁତ ସୁନ୍ଦର ଦେଖାଯାଉଛନ୍ତି।

Advertisment

https://www.instagram.com/p/B8YcVL7hCLD/?utm_source=ig_web_copy_link

https://www.instagram.com/p/B8ZKJUKBpIz/?utm_source=ig_web_copy_link

ଭାଇରାଲ୍‌ ହେଉଥିବା ଫଟୋରେ କାମ୍ୟା ଲାଲ୍‌ ଲେହଙ୍ଗା ଓ ଗୋଲ୍ଡେନ୍‌ ଜୁଏଲାରୀ ପିନ୍ଧି ବେଶ୍‌ ଗର୍ଜିୟସ୍‌ ଲାଗୁଛନ୍ତି। କାମ୍ୟାଙ୍କ ବ୍ରାଇଡାଲ୍‌ ଲୁକ୍‌ ତାଙ୍କ ଫ୍ୟାନ୍‌ମାନଙ୍କୁ ବେଶ୍ ପସନ୍ଦ ଆସଛି। ସଲଭ ଏକ ଗୋଲ୍ଡେନ୍‌ ରଙ୍ଗର ସେରୁଆନି ସହ ରେଡ୍‌ କଲର୍‌ ଦୁପଟା ପକାଇଛନ୍ତି।

https://www.instagram.com/p/B8agqBTjVyU/?utm_source=ig_web_copy_link

ନିଜେ କାମ୍ୟା ଇନ୍‌ଷ୍ଟାଗ୍ରାମରେ ବାହାଘରର କିଛି ଫଟୋ ଶେଆର କରିଛନ୍ତି। ଫଟୋରେ କାମ୍ୟା ବେଶ୍ ଖୁସି ଲାଗୁଛନ୍ତି। ପ୍ରାୟ ସବୁ ଫଟୋରେ ତାଙ୍କୁ ହସୁଥିବାର ଦେଖିବାକୁ ମିଳିଛି। ଏପରିକି ବିଦାୟୀ ସମୟରେ ମଧ୍ୟ କାମ୍ୟାଙ୍କୁ ହସୁଥିବା ଦେଖିବାକୁ ମିଳିଛି।

Advertisment

https://www.instagram.com/p/B8YTRpEpmvH/?utm_source=ig_web_copy_link

ସୂଚନାଯୋଗ୍ୟ, ଏହା ହେଉଛି କାମ୍ୟାଙ୍କର ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୨୦୧୦ରେ ବଣ୍ଟି ନେଗି ନାମକ ଜଣେ ବିଜ୍‌ନେସ୍‌ମ୍ୟାନଙ୍କୁ ବିବାହ କରିଥିଲେ। ହେଲେ ୨୦୧୩ରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା। ତାଙ୍କର ଆରା ନାମରେ ଏକ ଝିଅ ଅଛି ଯିଏ ତାଙ୍କ ପାଖରେ ହିଁ ରହନ୍ତି। ଅନ୍ୟପଟେ ଶଲଭଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ଅଛି।

https://www.instagram.com/p/B8YaEftH3MF/?utm_source=ig_web_copy_link