ନିରାଶ ହେଲେ କଙ୍ଗନା, କହିଲେ ‘ମହାବିନାଶକାରୀ’

ମୁମ୍ବାଇ: ବଲିଉଡର ପଙ୍ଗା କୁଇନଙ୍କୁ ମିଳିଛି ଜୋରଦାର ଝଟକା। ମୁମ୍ବାଇ ନଗର ନିଗମ ବିରୋଧନରେ ନିଜ ଫ୍ଲାଟ ଭାଙ୍ଗିଥିବା ମାମଲାରେ କଙ୍ଗନା କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ମୁମ୍ବାଇର ଏକ ସିଭିଲ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ଏହି ଅଭିନେତ୍ରୀ ଜଣଙ୍କୁ ନିରାଶ ହେବାକୁ ପଡିଛି । କୋର୍ଟ କହିଛନ୍ତି, କଙ୍ଗନା ତାଙ୍କର ୩ଟି ଫ୍ଲାଟକୁ ମିଶାଇବା ସମୟରେ ନିୟମ ଉଲ୍ଲଙ୍ଘନ କରିଛନ୍ତି । ବିଚାରପତି ଏଲ ଏସ ଚହ୍ୱାଣ କହିଛନ୍ତି, କଙ୍ଗନା ଖାର […]

kangana

kangana

Madhupriya Mistry
  • Published: Sunday, 03 January 2021
  • Updated: 03 January 2021, 08:31 AM IST

Sports

Latest News

ମୁମ୍ବାଇ: ବଲିଉଡର ପଙ୍ଗା କୁଇନଙ୍କୁ ମିଳିଛି ଜୋରଦାର ଝଟକା। ମୁମ୍ବାଇ ନଗର ନିଗମ ବିରୋଧନରେ ନିଜ ଫ୍ଲାଟ ଭାଙ୍ଗିଥିବା ମାମଲାରେ କଙ୍ଗନା କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ମୁମ୍ବାଇର ଏକ ସିଭିଲ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ଏହି ଅଭିନେତ୍ରୀ ଜଣଙ୍କୁ ନିରାଶ ହେବାକୁ ପଡିଛି ।

କୋର୍ଟ କହିଛନ୍ତି, କଙ୍ଗନା ତାଙ୍କର ୩ଟି ଫ୍ଲାଟକୁ ମିଶାଇବା ସମୟରେ ନିୟମ ଉଲ୍ଲଙ୍ଘନ କରିଛନ୍ତି । ବିଚାରପତି ଏଲ ଏସ ଚହ୍ୱାଣ କହିଛନ୍ତି, କଙ୍ଗନା ଖାର ଅଞ୍ଚଳରେ ଥିବା ୧୬ ମହଲା ବିଶିଷ୍ଟ କୋଠାର ପଞ୍ଚମ ମହଲାରେ ନିଜର ୩ଟି ଫ୍ଲାଟକୁ ମିଶାଇ ଦେଇଥିଲେ । ୩ଟି ଫ୍ଲାଟକୁ ମିଶାଇ ସେ ସଙ୍କ ଅଞ୍ଚଳ, ଡକ୍ ଅଞ୍ଚଳ ଓ ସାଧାରଣ ରାସ୍ତାକୁ କଭ କରିଦେଇଥିଲେ, ଯାହା ନିୟମ ବିରୋଧୀ । ଏଥିପାଇଁ ସକ୍ଷମ ପ୍ରାଧିକାର ମଞ୍ଜୁରୀ ଆବଶ୍ୟକ ।

କୋର୍ଟଙ୍କ ଏଭଳି ନିଷ୍ପତି ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଙ୍ଗନା । ସେ ଟୁଇଟ କରି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ‘ମହାବିନାଶକାରୀ’ ବୋଲି କହିଛନ୍ତି । ଏହା ମହାବିନାଶକାରୀ ସରକାରଙ୍କ ଫେକ୍ ପ୍ରପାଗଣ୍ଡା । ମୁଁ ମୋର କୌଣସି ଫ୍ଲାଟ ଯୋଡିନି । ବିଏମସି ମୋତେ ହଇରାଣ କରୁଛି ବୋଲି କଙ୍ଗନା କହିଛନ୍ତି। ଏଥିସହ ଏହି ମାମଲା ବିରୋଧରେ ସେ ଆଗକୁ ହାଇକୋର୍ଟର ଦ୍ୱରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି । କଙ୍ଗନାଙ୍କ ଏହି ଟ୍ୱିଟ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି ।

ସୂଚନା ଯୋଗ୍ୟ ଯେ, ବିଏମସି ପକ୍ଷରୁ କୁହାଯାଇଥିଲା ଯେ, ମୁମ୍ବାଇର ଖାର ଅଞ୍ଚଳରେ ଯେଉଁ ବିଲ୍ଡିଂ ତିଆରି ହୋଇଛି ସେଥିରେ ନିୟମ ବିରୋଧରେ ଯାଇ ପରିବର୍ତ୍ତନ କରାଯାଇଛି । ଫଲରେ ୨୦୧୮ ମାର୍ଚ୍ଚ ମାସରେ ଅଭିନେତ୍ରୀଙ୍କୁ ତାଙ୍କ ଫ୍ଲାଟର ଅନଧିକୃତ ନିର୍ମାଣ ପାଇଁ ନୋଟିସ ଜାରି କରିଥିଲା। ଏହି ବିଲ୍ଡିଂର ପଞ୍ଚମ ଫ୍ଲୋରରେ କଙ୍ଗନା ତିନୋଟି ଫ୍ଲାଟ କିଣିଥିଲେ । ସେହି ସମୟରେ କଙ୍ଗନା କୋର୍ଟର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲାଗଇ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story