Advertisment

ନିର୍ବାଚନ ଲଢିବେ କଙ୍ଗନା !

ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ବାପା ଅମରଦୀପ ରାଣାଓ୍ବାତ କହିଛନ୍ତି କଙ୍ଗନା 'ଭାରତୀୟ ଜନତା ପାର୍ଟି' ଟିକେଟରେ ନିର୍ବାଚନ ଲଢିବେ।

author-image
Manoj Swain

ବଲିଉଡ କୁଇନ କଙ୍ଗନା ରଣାୱତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ ଆଗାମୀ 2024 ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଖବର ଆସିଛି। ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ କଙ୍ଗନା। କିଛି ଏଭଳି କହିଛନ୍ତି କଙ୍ଗନାଙ୍କ ବାପା ଅମରଦ୍ବୀପ ରାଣାଓ୍ବତ।

Advertisment
Bjp Kangana Ranaut