ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ କଟାକ୍ଷ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ପୂର୍ବରୁ ହିଁ କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି।  ସେ ମଜାଳିଆ ଢ଼ଙ୍ଗରେ ଟ୍ବିଟରରେ ଏକ ଟ୍ବିଟ କରିଛନ୍ତି। ଯାହାକୁ ନେଇ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛନ୍ତି କଙ୍ଗନା । ଭାରତ ବନ୍ଦକୁ ନେଇ ସେ ଦେଇଥିବା ମନ୍ତବ୍ୟକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଟ୍ବିଟ ୱାର। ନିକଟରେ କଙ୍ଗନା ତାଙ୍କ […]

KANGANA-1

KANGANA-1

Madhupriya Mistry
  • Published: Tuesday, 08 December 2020
  • Updated: 08 December 2020, 10:22 AM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ପୂର୍ବରୁ ହିଁ କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି।  ସେ ମଜାଳିଆ ଢ଼ଙ୍ଗରେ ଟ୍ବିଟରରେ ଏକ ଟ୍ବିଟ କରିଛନ୍ତି। ଯାହାକୁ ନେଇ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛନ୍ତି କଙ୍ଗନା । ଭାରତ ବନ୍ଦକୁ ନେଇ ସେ ଦେଇଥିବା ମନ୍ତବ୍ୟକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଟ୍ବିଟ ୱାର।

ନିକଟରେ କଙ୍ଗନା ତାଙ୍କ ଟ୍ବିଟର ଆକାଉଣ୍ଟରେ ସଦ୍‌ଗୁରୁ ଜଗ୍ଗି ବାସୁଦେବଙ୍କ ଏକ ଭିଡିଓକୁ ରିଟ୍ବିଟ କରିଛନ୍ତି । ସେ ମଜାଳିଆ ଢ଼ଙ୍ଗରେ ଏକ କବିତା ଲେଖି ନିଜ ମନ୍ତବ୍ୟ ଦେଇଛନ୍ତି । କଙ୍ଗନା ଲେଖିଛନ୍ତି, 'ଆଓ ଭାରତ କୋ ବନ୍ଦ କରଦେତେ ହେଁ, ୟୁଁ ତୋ ତୁଫାନୋ କି କମି ନହିଁ ଇସ୍ ନାଓ ମେଁ, ମଗର ଲାଓ କୁଲହାଡି, କୁଛ ଛେଦ ଭି କରଦେତେ ହେଁ।'

କଙ୍ଗନା ସଦଗୁରୁ ଜୀଙ୍କ ଯେଉଁ ଭିଡିଓକୁ ଟ୍ବିଟ କରିଛନ୍ତି ସେଥିରେ କୁହାଯାଇଛି ଯେ, କିଭଳି ପ୍ରତିକଥାରେ ଲୋକେ ଭାରତ ବନ୍ଦ କରିବା ପାଇଁ ଆଗକୁ ଚାଲିଆସୁଛନ୍ତି । ଗାନ୍ଧିଜୀଙ୍କ ସମୟରେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ଏକ ଭିନ୍ନ ହତିଆର ଥିଲା ଅହିଂସା। କିନ୍ତୁ ଆଜି ସବୁ କିଛି ଅଲଗା। ହିଂସା ଦ୍ବାରା ଲୋକେ ପରସ୍ପରର ଜୀବନକୁ ନିଜେ ହିଁ ନର୍କ କରି ଦେଉଛନ୍ତି । ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ଏହି ଟ୍ବିଟକୁ କିଛି ଲୋକେ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story