ମୁମ୍ବାଇ: କଙ୍ଗନା ରାଣାୱତ ନିଜ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣାର ପରେ ପରେ ହି ସେ ମୁମ୍ବାଇ ପହଞ୍ଚିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।
କଙ୍ଗନାଙ୍କ ସମର୍ଥନରେ ଆରପିଆଇ କର୍ମୀ ଏବଂ କର୍ଣ୍ଣୀ ସେନାର କର୍ମୀମାନେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେହିଭଳି କଙ୍ଗନାଙ୍କୁ ବିରୋଧ କରି କଳା ପତାକା ଓ ବ୍ୟାନର ସହିତ ଶିବସେନା କର୍ମୀମାନେ ମଧ୍ୟ ଆସିଥିଲେ।
ଏହାକୁ ଲକ୍ଷ୍ୟ କରି ମୁମ୍ବାଇ ବିମାନବନ୍ଦରର ୮ ନମ୍ବର ଗେଟ୍ ଦେଇ କଙ୍ଗନାଙ୍କୁ ନିଆଯାଇଥିଲା। କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଏବଂ ସୁରକ୍ଷାରେ ନିୟୋଜିତ ସିଆରପିଏଫ ଯବାନ ଉପସ୍ଥିତ ଥିଲେ। ଏହା ସହିତ ପୁଲିସ୍ କଙ୍ଗନାଙ୍କ ଘର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
Tollywood
ଡିସେମ୍ବରରେ ପଡ଼ିବ କିର୍ତ୍ତୀ ସୁରେଶଙ୍କ ହାତଗଣ୍ଠି
ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହାତକୁ ଦି' ହାତ ହେବେ କିର୍ତ୍ତୀ ସୁରେଶ।
Entertainment
'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍
ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।
Bollywood
କଙ୍ଗନାଙ୍କ Emergencyକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖରେ ରିଲିଜ୍ ହେବ
କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।