Advertisment

ମୁମ୍ବାଇ ପହଞ୍ଚିଲେ କଙ୍ଗନା, ପୁଲିସର କଡ଼ା ସୁରକ୍ଷା

ମୁମ୍ବାଇ: କଙ୍ଗନା ରାଣାୱତ ନିଜ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣାର ପରେ ପରେ ହି ସେ ମୁମ୍ବାଇ ପହଞ୍ଚିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। କଙ୍ଗନାଙ୍କ ସମର୍ଥନରେ ଆରପିଆଇ କର୍ମୀ ଏବଂ କର୍ଣ୍ଣୀ ସେନାର କର୍ମୀମାନେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେହିଭଳି କଙ୍ଗନାଙ୍କୁ ବିରୋଧ କରି କଳା ପତାକା ଓ ବ୍ୟାନର ସହିତ ଶିବସେନା କର୍ମୀମାନେ ମଧ୍ୟ ଆସିଥିଲେ। ଏହାକୁ ଲକ୍ଷ୍ୟ କରି ମୁମ୍ବାଇ ବିମାନବନ୍ଦରର […]

ମୁମ୍ବାଇ ପହଞ୍ଚିଲେ କଙ୍ଗନା, ପୁଲିସର କଡ଼ା ସୁରକ୍ଷା

Kangna

Advertisment

ମୁମ୍ବାଇ: କଙ୍ଗନା ରାଣାୱତ ନିଜ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣାର ପରେ ପରେ ହି ସେ ମୁମ୍ବାଇ ପହଞ୍ଚିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।

Advertisment

କଙ୍ଗନାଙ୍କ ସମର୍ଥନରେ ଆରପିଆଇ କର୍ମୀ ଏବଂ କର୍ଣ୍ଣୀ ସେନାର କର୍ମୀମାନେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେହିଭଳି କଙ୍ଗନାଙ୍କୁ ବିରୋଧ କରି କଳା ପତାକା ଓ ବ୍ୟାନର ସହିତ ଶିବସେନା କର୍ମୀମାନେ ମଧ୍ୟ ଆସିଥିଲେ।

ଏହାକୁ ଲକ୍ଷ୍ୟ କରି ମୁମ୍ବାଇ ବିମାନବନ୍ଦରର ୮ ନମ୍ବର ଗେଟ୍ ଦେଇ କଙ୍ଗନାଙ୍କୁ ନିଆଯାଇଥିଲା। କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଏବଂ ସୁରକ୍ଷାରେ ନିୟୋଜିତ ସିଆରପିଏଫ ଯବାନ ଉପସ୍ଥିତ ଥିଲେ। ଏହା ସହିତ ପୁଲିସ୍ କଙ୍ଗନାଙ୍କ ଘର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe