Advertisment

କପିଲଙ୍କ ନୂଆ ଶୋ’ର ପ୍ରମୋ ଶୁଟ୍ କଲେ କରୀନା ଓ ଅର୍ଜୁନ୍

ମୁମ୍ୱାଇ: କମେଡିୟାନ୍ କପିଲ୍ ଶର୍ମାଙ୍କ ନୂଆ ଶୋ’ ପାଇଁ ବଲିଉଡର ବେବୋ କରୀନା ଓ ଅର୍ଜୁନ କପୁର ପ୍ରମୋ ଶୁଟିଂ କରିଛନ୍ତି। ଏହି ଦୁଇ ଷ୍ଟାର୍ ଶୋ’ରେ ତାଙ୍କ ଆଗାମୀ ଫିଲ୍ମ ‘କି ଆଣ୍ଡ୍ କା’ର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଏହି ଶୋ’ରେ କିଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ଫ୍ୟାନ୍’ର ମଧ୍ୟ ପ୍ରମୋସନ୍ କରିବେ। ଏହି ପ୍ରମୋରେ କପିଲଙ୍କୁ ଦେଖିବାକୁ ମିଳିବ ନାହିଁ। ଶୋ’ ନିର୍ମାତା ଶୋ’ ଆରମ୍ଭ ହେବା ପୂର୍ବରୁ […]

ଅଦ୍ୟତନ ହୋଇଛି
କପିଲଙ୍କ ନୂଆ ଶୋ’ର ପ୍ରମୋ ଶୁଟ୍ କଲେ କରୀନା ଓ ଅର୍ଜୁନ୍

Kapil-Sharma

Advertisment

ମୁମ୍ୱାଇ: କମେଡିୟାନ୍ କପିଲ୍ ଶର୍ମାଙ୍କ ନୂଆ ଶୋ’ ପାଇଁ ବଲିଉଡର ବେବୋ କରୀନା ଓ ଅର୍ଜୁନ କପୁର ପ୍ରମୋ ଶୁଟିଂ କରିଛନ୍ତି। ଏହି ଦୁଇ ଷ୍ଟାର୍ ଶୋ’ରେ ତାଙ୍କ ଆଗାମୀ ଫିଲ୍ମ ‘କି ଆଣ୍ଡ୍ କା’ର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଏହି ଶୋ’ରେ କିଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ଫ୍ୟାନ୍’ର ମଧ୍ୟ ପ୍ରମୋସନ୍ କରିବେ। ଏହି ପ୍ରମୋରେ କପିଲଙ୍କୁ ଦେଖିବାକୁ ମିଳିବ ନାହିଁ। ଶୋ’ ନିର୍ମାତା ଶୋ’ ଆରମ୍ଭ ହେବା ପୂର୍ବରୁ କପିଲଙ୍କୁ ପରଦାକୁ ଆଣିବାକୁ ଚାହୁଁ ନାହାନ୍ତି।

Advertisment

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କପିଲ ଶର୍ମାଙ୍କ ଏହି ଶୋ’ ଚଳିତବର୍ଷ  ମାର୍ଚ୍ଚ ଶେଷ କିମ୍ୱା ଅପ୍ରେଲ୍ ମାସ ଆରମ୍ଭରୁ ଟେଲିକାଷ୍ଟ ହୋଇପାରେ । ଚଳିତମାସ ଶେଷ ସୁଦ୍ଧା ଏହି ଶୋ’ର ସୁଟିଂ ଆରମ୍ଭ ହେବ।

କରିନା ଓ ଅର୍ଜୁନ୍ ବ୍ୟତୀତ ଏହି ଶୋ’ରେ ବିରାଟ କୋହିଲି ଏବଂ ସାଇନା ନେହୱାଲଙ୍କ ନାମ ମଧ୍ୟ ଗେଷ୍ଟଲିଷ୍ଟରେ ରହିଛି। ଏମାନେ ସମସ୍ତେ ଶୋ’ର ୱେଲକମ୍‌ ପ୍ରମୋ ଶୁଟିଂ କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe