ଗୁଡନ୍ୟୁଜ୍ ଦେଲେ କମେଡି କିଙ୍ଗ କପିଲ

ମୁମ୍ବାଇ: ପୁଣି ଗୁଡନ୍ୟୁଜ୍ ଦେଲେ କମେଡି କିଙ୍ଗ କପିଲ ଶର୍ମା । ପ୍ରଶଂସକଙ୍କ ପାଇଁ ସେ ଏକ ଭିଡିଓ ଜାରି କରି ଗୁଡନ୍ୟୁଜ ଶେଆର କରିଛନ୍ତି । ଟେଲିଭିଜନ ଦୁନିଆର ବାଦଶାହ ସାଜିଥିବା କପିଲ ବଲିଉଡ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନେଟଫ୍ଲିକ୍ସର ନୂଆ ପ୍ରୋଜେକ୍ଟରେ ଯୋଡି ହୋଇଥିବା ନେଇ କପିଲ ନିଜେ ସୂଚନା ଦେଇଛନ୍ତି । କମେଡି କିଙ୍ଗ କପିଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେଆର କରି ‘ଶୁଭ ସମାଚାର’ […]

kapil sharma

kapil sharma

Madhupriya Mistry
  • Published: Tuesday, 05 January 2021
  • Updated: 05 January 2021, 04:32 PM IST

Sports

Latest News

ମୁମ୍ବାଇ: ପୁଣି ଗୁଡନ୍ୟୁଜ୍ ଦେଲେ କମେଡି କିଙ୍ଗ କପିଲ ଶର୍ମା । ପ୍ରଶଂସକଙ୍କ ପାଇଁ ସେ ଏକ ଭିଡିଓ ଜାରି କରି ଗୁଡନ୍ୟୁଜ ଶେଆର କରିଛନ୍ତି । ଟେଲିଭିଜନ ଦୁନିଆର ବାଦଶାହ ସାଜିଥିବା କପିଲ ବଲିଉଡ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନେଟଫ୍ଲିକ୍ସର ନୂଆ ପ୍ରୋଜେକ୍ଟରେ ଯୋଡି ହୋଇଥିବା ନେଇ କପିଲ ନିଜେ ସୂଚନା ଦେଇଛନ୍ତି ।

କମେଡି କିଙ୍ଗ କପିଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେଆର କରି ‘ଶୁଭ ସମାଚାର’ ଦେଇଛନ୍ତି । ଏଥିସହ ଏହି ଭିଡିଓରେ ବି କପିଲ ତାଙ୍କ କମେଡିର ଛୁଙ୍କ ଲଗାଇଛନ୍ତି। ଇଂରାଜୀ ଶବ୍ଦ 'auspicious' ଉଚ୍ଚାରଣ କରି ପାରୁନାହାନ୍ତି କପିଲ । ଏହି ଶବ୍ଦକୁ ଉଚ୍ଚାରଣ କରିବାକୁ ସେ ପ୍ରାକ୍ଟିସ କରୁଛନ୍ତି । କ୍ୟାମରା ଆଗରେ ସେ ସ୍କ୍ରିପ୍ଟ ପଢ଼ୁଛନ୍ତି ଏବଂ ଯେତେବେଳେ 'auspicious' ଶବ୍ଦଟି ଆସୁଛି ସେତେବେଳେ ସେ ଅଟକି ଯାଉଛନ୍ତି। ଏହାପରେ ନିର୍ଦ୍ଦେଶକ ତାଙ୍କୁ ହିନ୍ଦୀରେ କହିବା ପାଇଁ କହୁଛନ୍ତି । ଏହି ପୁରା ଭିଡିଓକୁ କପିଲ ବେଶ୍ ମଜାଳିଆ ଢ଼ଙ୍ଗରେ ପ୍ରଶଂସକଙ୍କ ଅଗରେ ପ୍ରଦର୍ଶିତ କରିଛନ୍ତି । କପିଲ ଏହି ଭିଡିଓକୁ ଶେଆର କରି ଖୁବଶୀଘ୍ର ଟିଭି, ଲାପଟପ୍ ଓ ଫୋନରେ ଆସୁଛି ବୋଲି ନିଜ ଫ୍ୟାନମାନଙ୍କୁ ବାର୍ତ୍ତା ଦେଇଛନ୍ତି ।

ଏହାପୂର୍ବରୁ କପିଲ ଜାନୁଆରୀ ୪ ତାରିଖରେ ଟୁଇଟ କରି କହିଥିଲେ, ମୁଁ ଆସନ୍ତାକାଲି ଆପଣଙ୍କ ସହ ଏକ 'auspicious news' ଶୁଭ ସମାଚାର ଶେଆର କରିବି। ଏଥିସହ ସହ ଶୁଭ ସମାଚାରକୁ ଇଂରାଜୀରେ କ’ଣ କୁହାଯାଏ ବୋଲି ସେ ପ୍ରଶ୍ନ କରିଥିଲେ ।

ସୂଚନା ଯୋଗ୍ୟ ଯେ, କପିଲ ଶର୍ମା ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏବେ କିନ୍ତୁ ତାଙ୍କର ଏହି ଭିଡିଓକୁ ଦେଖି ସେ ନେଟଫ୍ଲିକ୍ସରେ ଆସିବା ନେଇ ସ୍ପଷ୍ଟ ହୋଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story