Advertisment

‘କପୁର ଆଣ୍ଡ ସନ୍ସ’ର ଟ୍ରେଲର୍ ରିଲିଜ୍

ମୁମ୍ୱାଇ: ରିଲିଜ୍ ହୋଇଛି ଅପ୍ କମିଂ ଫିଲ୍ମ ’କପୁର ଆଣ୍ଡ ସନ୍ସ’ର ଟ୍ରେଲର୍। ଲଭ୍, ଫ୍ୟାମିଲି ମେଲୋଡ୍ରାମା ଆଉ ଜବରଦସ୍ତ କମେଡି ଭରି ରହିଛି ଏହି ଫିଲ୍ମରେ। ଫିଲ୍ମରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍’ ପରେ ପୁଣି ଦେଖିବାକୁ ମିଳିବ ସିଦ୍ଧାର୍ଥ-ଆଲିଆଙ୍କ ରୋମାନ୍ସ। ଫିଲ୍ମର ଆଉ ଏକ ଲଭ୍ ଆଙ୍ଗଲ୍ ସାଜିଛନ୍ତି ପାକିସ୍ତାନୀ ଅଭିନେତା ଫୱଦ ଖାନ୍। କପୁର ପରିବାରକୁ ନେଇ ଗତିଶୀଳ ଫିଲ୍ମର କାହାଣୀ। ଏଥିରେ ରିଶି କପୁରଙ୍କୁ ଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳୁଛି। ରିଶିଙ୍କ […]

ଅଦ୍ୟତନ ହୋଇଛି
‘କପୁର ଆଣ୍ଡ ସନ୍ସ’ର ଟ୍ରେଲର୍ ରିଲିଜ୍

meet-the-kapoor

Advertisment

ମୁମ୍ୱାଇ: ରିଲିଜ୍ ହୋଇଛି ଅପ୍ କମିଂ ଫିଲ୍ମ ’କପୁର ଆଣ୍ଡ ସନ୍ସ’ର ଟ୍ରେଲର୍। ଲଭ୍, ଫ୍ୟାମିଲି ମେଲୋଡ୍ରାମା ଆଉ ଜବରଦସ୍ତ କମେଡି ଭରି ରହିଛି ଏହି ଫିଲ୍ମରେ। ଫିଲ୍ମରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍’ ପରେ ପୁଣି ଦେଖିବାକୁ ମିଳିବ ସିଦ୍ଧାର୍ଥ-ଆଲିଆଙ୍କ ରୋମାନ୍ସ। ଫିଲ୍ମର ଆଉ ଏକ ଲଭ୍ ଆଙ୍ଗଲ୍ ସାଜିଛନ୍ତି ପାକିସ୍ତାନୀ ଅଭିନେତା ଫୱଦ ଖାନ୍।

Advertisment

କପୁର ପରିବାରକୁ ନେଇ ଗତିଶୀଳ ଫିଲ୍ମର କାହାଣୀ। ଏଥିରେ ରିଶି କପୁରଙ୍କୁ ଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳୁଛି। ରିଶିଙ୍କ ହାର୍ଟ ଆଟାକ୍ ପରେ ଗୋଟେ ଛାତ ତଳେ ଏକାଠି ହୁଅନ୍ତି ପୂରା ପରିବାର। ଆଉ ଏହାପରର ଇମୋସନାଲ୍ ଫ୍ୟାମିଲି ଡ୍ରାମା ଓ ଲଭ୍ ରୋମାନ୍ସର ଡବଲ୍ ଡୋଜ୍‌କୁ ନେଇ ରହିଛି ‘କପୁର ଆଣ୍ଡ ସନ୍ସ’। ଫିଲ୍ମର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ରଜତ କପୁର ଓ ରତ୍ନା ପାଠକ। ମାର୍ଚ୍ଚ ୧୮ରେ ପରଦାକୁ ଆସୁଛି କପୁର ଆଣ୍ଡ ସନସ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe