Advertisment

ପୋଲିସ ସହାୟତା ମାଗିଲା ଧର୍ମା ପ୍ରଡକସନ୍ସ

ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଯାଉଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ ଦିଲ ହେ ମୁସକିଲ’। ପାକିସ୍ତାନ କଳାକାର ଫୱାଦ ଖାନ୍‌ ଏଥିରେ ଅଭିନୟ କରିଥିବାରୁ ଏହାର ରିଲିଜକୁ ଅନେକ ସଂଗଠନ ବିରୋଧ କରୁଛନ୍ତି। ମହାରାଷ୍ଟ୍ରର ନବନିର୍ମାଣ ସେନା ଫିଲ୍ମକୁ ମଲଟିପ୍ଲେକ୍ସରେ ଚାଲିବାକୁ ଦିଆଯିବ ନାହିଁ ବୋଲି କହିଛି। ଫିଲ୍ମ ରିଲିଜ ଦିନ ସୁରକ୍ଷା ନେଇ ଧର୍ମା ପ୍ରଡକସନ୍ସ ପ୍ରତିନିଧି ସହ ଫକ୍ସ ଷ୍ଟାର ପ୍ରଡକସନ୍ସ ସିଇଓ ମୁମ୍ବାଇ ପୋଲିସକୁ ଫିଲ୍ମର ପ୍ରଦର୍ଶନ ସମୟରେ […]

ଅଦ୍ୟତନ ହୋଇଛି
ପୋଲିସ ସହାୟତା ମାଗିଲା ଧର୍ମା ପ୍ରଡକସନ୍ସ

ae-dil-hai-mushkil

Advertisment

ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଯାଉଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ ଦିଲ ହେ ମୁସକିଲ’। ପାକିସ୍ତାନ କଳାକାର ଫୱାଦ ଖାନ୍‌ ଏଥିରେ ଅଭିନୟ କରିଥିବାରୁ ଏହାର ରିଲିଜକୁ ଅନେକ ସଂଗଠନ ବିରୋଧ କରୁଛନ୍ତି। ମହାରାଷ୍ଟ୍ରର ନବନିର୍ମାଣ ସେନା ଫିଲ୍ମକୁ ମଲଟିପ୍ଲେକ୍ସରେ ଚାଲିବାକୁ ଦିଆଯିବ ନାହିଁ ବୋଲି କହିଛି। ଫିଲ୍ମ ରିଲିଜ ଦିନ ସୁରକ୍ଷା ନେଇ ଧର୍ମା ପ୍ରଡକସନ୍ସ ପ୍ରତିନିଧି ସହ ଫକ୍ସ ଷ୍ଟାର ପ୍ରଡକସନ୍ସ ସିଇଓ ମୁମ୍ବାଇ ପୋଲିସକୁ ଫିଲ୍ମର ପ୍ରଦର୍ଶନ ସମୟରେ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି।

Advertisment

ପୂର୍ବ ସୂଚନା ମୁତାବକ ସିଓଇଏଆଇ ଦେଶର ପରିସ୍ଥିତି ଅନୁଧ୍ୟାନ କରି ଫିଲ୍ମଟି ଗୋଆ, ଗୁଜରାଟ ଓ ମହାରାଷ୍ଟ୍ରର ସିଙ୍ଗଲ ସ୍କ୍ରିନରେ ରିଲିଜରେ ରୋକ ଲଗାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe