Advertisment

କରନ୍‌ ଜୋହରଙ୍କ ପ୍ରକୃତ ନାଁ କ’ଣ, ଆପଣ ଜାଣନ୍ତି କି ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ କରଣ ଜୋହରଙ୍କ ଚାର୍ଟ ଶୋ’ କଫି ଉଇଥ୍‌ କରନ୍‌ରେ ଆୟୁଷ୍ମାନ୍‌ ଖୁରାନା ଓ ବିକ୍କି କୌଶଲ୍‌ ଆସିଥିଲେ। ଦୁହେଁ କରନ୍‌ଙ୍କ ଶୋ’ରେ ନିଜ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଖୋଲିଥିଲେ। ଶୋ’ରେ ଏହି ଦୁହିଁଙ୍କ ରାଜ୍‌ ଖୋଲିବା ସହ କରନ୍‌ଙ୍କର ମଧ୍ୟ ଗୋଟିଏ ରାଜ୍‌ ବିଷୟରେ ଜାଣା ପଡ଼ିଥିଲା। ଯାହାକୁ ଅଧିକାଂଶ ସୀନେ ପ୍ରେମି ଜାଣି ନ ଥିବେ। ଜାଣିଛନ୍ତି କରନ୍‌ ଜୋହରଙ୍କର ପ୍ରକୃତ, ନାଁ କ’ଣ ? ହୁଏତ ଆପଣ ବି […]

କରନ୍‌ ଜୋହରଙ୍କ ପ୍ରକୃତ ନାଁ କ’ଣ, ଆପଣ ଜାଣନ୍ତି କି ?

r

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ କରଣ ଜୋହରଙ୍କ ଚାର୍ଟ ଶୋ’ କଫି ଉଇଥ୍‌ କରନ୍‌ରେ ଆୟୁଷ୍ମାନ୍‌ ଖୁରାନା ଓ ବିକ୍କି କୌଶଲ୍‌ ଆସିଥିଲେ। ଦୁହେଁ କରନ୍‌ଙ୍କ ଶୋ’ରେ ନିଜ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଖୋଲିଥିଲେ। ଶୋ’ରେ ଏହି ଦୁହିଁଙ୍କ ରାଜ୍‌ ଖୋଲିବା ସହ କରନ୍‌ଙ୍କର ମଧ୍ୟ ଗୋଟିଏ ରାଜ୍‌ ବିଷୟରେ ଜାଣା ପଡ଼ିଥିଲା। ଯାହାକୁ ଅଧିକାଂଶ ସୀନେ ପ୍ରେମି ଜାଣି ନ ଥିବେ।

Advertisment

ଜାଣିଛନ୍ତି କରନ୍‌ ଜୋହରଙ୍କର ପ୍ରକୃତ, ନାଁ କ’ଣ ?

ହୁଏତ ଆପଣ ବି ଜାଣି ନ ଥିବେ।

ପ୍ରକୃତରେ କରନ୍‌ଙ୍କ ନାଁ ହେଉଛି ରାହୁଲ୍‌। ଯେଉଁ ନାଁରେ ଅନେକ ଫିଲ୍ମ କରି ସଫଳତା ପାଇଛନ୍ତି କରନ୍‌।

କଥାବାର୍ତ୍ତା ସମୟରେ କରନ୍‌ କହିଥିଲେ, ‘‘ମୋର ପ୍ରକୃତ ନାଁ ହେଉଛି ରାହୁଲ୍‌। ଜନ୍ମ ପତ୍ରିକା ତଥା ଜାତକରେ ଆଜି ବି ମୋ ନାଁ ରାହୁଲ୍‌ କୁମାର ଜୋହର ରଖା ଯାଇଛି। କିନ୍ତୁ ଜାତକରେ ଲେଖାଯିବାର କିଛି ଦିନ ପରେ ଏହା କରନ୍‌ ଜୋହର୍‌ ହୋଇଯାଇଥିଲା।

Advertisment

ଶୋ’ରେ ଆୟୁଷ୍ମାନ୍‌ ନିଜ କ୍ୟାରିଅର ଆରମ୍ଭ ସମୟର ଏକ କାହାଣୀ ଶେୟାର କରିଥିଲେ। ସେ କହିଥିଲେ, ‘‘କ୍ୟାରିଅର ଆରମ୍ଭରେ କରଣ ମୋତେ ଇଗ୍‌ନୋର କରିଥିଲେ। ଏକ ଆୱାର୍ଡ୍‌ ଶୋ’ରେ ମୁଁ ହୋଷ୍ଟ୍‌ ଥିଲି। ସେଠାରେ ମୁଁ କରନ୍‌ଙ୍କୁ ଭେଟିଥିଲି। ଆଉ ତାଙ୍କ ଟେଲିଫୋନ୍‌ ନଂ. ମାଗିଥିଲି। ମୁଁ ଅଭିନେତା ହେବାକୁ ଚାହେଁ, ଏଣୁ ନଂ. ନେବାକୁ ଚାହୁଁଥିଲି। ହେଲେ କରଣ ମୋତେ ପର୍ସନାଲ ନଂ. ନ ଦେଇ ଏକ ଲ୍ୟାଣ୍ଡ୍‌ ଲାଇନ୍‌ ନଂ. ଦେଇଥିଲେ। ମୁଁ ସେହି ନମ୍ବରକୁ କଲ୍‌ କରିଥିଲି। ଆଉ କରନ୍‌ଙ୍କ ସହ କଥା ହେବାକୁ କହିଥିଲି। କିନ୍ତୁ ଫୋନ୍‌ ଉଠେଇଥିବା ବ୍ୟକ୍ତି ଜଣକ କହିଲେ ଆମେ ନ୍ୟୁକମରମାନଙ୍କ ଅଡିସନ୍‌ ନେବୁ ନାହିଁ।’’

View this post on Instagram

Rahul, naam toh suna hi hoga! #KoffeeWithKaran #KoffeeWithAyushmann #KoffeeWithVicky

A post shared by Star World (@starworldindia) on

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe