Advertisment

ଫିଲ୍ମ ରିଲିଜରେ କରଣଙ୍କ ଲକି ଚାର୍ମ ରହିବେନି ପାଖରେ

ମୁମ୍ବାଇ: ଫିଲ୍ମ ମେକର କରଣ ଜୋହରଙ୍କ ପାଇଁ କାଜଲ କେବଳ ଜଣେ ସାଙ୍ଗ ନୁହନ୍ତି ତାଙ୍କର ଲକି ଚାର୍ମ ମଧ୍ୟ। ସେଥିପାଇଁ ତ କରଣଙ୍କ ସବୁ ଫିଲ୍ମରେ କାଜଲଙ୍କୁ ଦେଖିବାକୁ ମିଳେ। ଲିଡ୍ ରୋଲ ନଥିଲେ ବି ଅତିଥି କଳାକାର ଭାବେ କାଜଲଙ୍କୁ ନେବାକୁ ସେ କେବେ ବି ଭୁଲନ୍ତି ନାହିଁ। କିନ୍ତୁ ଏଥର ରିଲିଜ ହେବାକୁ ଥିବା କରଣଙ୍କ ନୂଆ ଫିଲ୍ମ ‘ୟୈ ଦିଲ୍ ହେ ମୁସକିଲ’ ରେ କାଜଲ ନଜର ଆସିବେ ନାହିଁ। କାଜଲଙ୍କ ବିନା […]

ଅଦ୍ୟତନ ହୋଇଛି
ଫିଲ୍ମ ରିଲିଜରେ କରଣଙ୍କ ଲକି ଚାର୍ମ ରହିବେନି ପାଖରେ

kajol-karan

Advertisment

ମୁମ୍ବାଇ: ଫିଲ୍ମ ମେକର କରଣ ଜୋହରଙ୍କ ପାଇଁ କାଜଲ କେବଳ ଜଣେ ସାଙ୍ଗ ନୁହନ୍ତି ତାଙ୍କର ଲକି ଚାର୍ମ ମଧ୍ୟ। ସେଥିପାଇଁ ତ କରଣଙ୍କ ସବୁ ଫିଲ୍ମରେ କାଜଲଙ୍କୁ ଦେଖିବାକୁ ମିଳେ। ଲିଡ୍ ରୋଲ ନଥିଲେ ବି ଅତିଥି କଳାକାର ଭାବେ କାଜଲଙ୍କୁ ନେବାକୁ ସେ କେବେ ବି ଭୁଲନ୍ତି ନାହିଁ।

Advertisment

କିନ୍ତୁ ଏଥର ରିଲିଜ ହେବାକୁ ଥିବା କରଣଙ୍କ ନୂଆ ଫିଲ୍ମ ‘ୟୈ ଦିଲ୍ ହେ ମୁସକିଲ’ ରେ କାଜଲ ନଜର ଆସିବେ ନାହିଁ। କାଜଲଙ୍କ ବିନା ଫିଲ୍ମର ହିଟକୁ ନେଇ ବେଶ ଚିନ୍ତିତ ଅଛନ୍ତି କରଣ। ବକ୍ସ ଅଫିସରେ ନୂଆ ଫିଲ୍ମ କେତେଦୂର ଦର୍ଶକଙ୍କୁ ପସନ୍ଦ ଆସିବ ତାର ଅପେକ୍ଷାରେ କରଣ। ସେପଟେ କାଜଲଙ୍କ ସ୍ୱାମୀ ଅଜୟ ଦେବଗନଙ୍କ ଫିଲ୍ମ ‘ଶିବୟା’ର ଟ୍ରେଲର ବି ରିଲିଜ ହେବ କରଣଙ୍କ ଫିଲ୍ମ ସହ। ତେଣୁ କରଣଙ୍କ ଲକି ଚାର୍ମ ସ୍ୱାମୀଙ୍କ ପ୍ରୋଜେକ୍ଟରେ କାର୍ଯ୍ୟବ୍ୟସ୍ତ ଥିବାର ସୂଚନା ମିଳିବାକୁ ଲାଗୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe