କେବେ ଏହି ପଲିଟିସିଆନ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ବେବୋ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ଼କୁ ନେଇ ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବାଦ୍‌ ପଡ଼ିବେ ବା କିପରି କୁହନ୍ତୁ ତ । ଆଜ୍ଞା ହଁ ଏବେ ସିନା ବେବୋ ବିବାହିତ। କିନ୍ତୁ  ଦିନେ ସେ ବି ସ୍ୱପ୍ନ ଦେଖିଥିଲେ ଜଣେ ରାଜନେତାଙ୍କୁ ଡେଟ୍‌ କରିବେ ବୋଲି। ହେଲେ ଜାଣିଛନ୍ତି ସେ ରାଜନେତା ଜଣକ କିଏ ? ତା ହେଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ। ସାମ୍ବାଦିକ ରସୀଦ୍‌ କିଦ୍‌ବଇଙ୍କ ପୁସ୍ତକ […]

dd

dd

Mihir Pattnayak
  • Published: Monday, 01 October 2018
  • Updated: 01 October 2018, 03:34 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ଼କୁ ନେଇ ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବାଦ୍‌ ପଡ଼ିବେ ବା କିପରି କୁହନ୍ତୁ ତ । ଆଜ୍ଞା ହଁ ଏବେ ସିନା ବେବୋ ବିବାହିତ। କିନ୍ତୁ  ଦିନେ ସେ ବି ସ୍ୱପ୍ନ ଦେଖିଥିଲେ ଜଣେ ରାଜନେତାଙ୍କୁ ଡେଟ୍‌ କରିବେ ବୋଲି। ହେଲେ ଜାଣିଛନ୍ତି ସେ ରାଜନେତା ଜଣକ କିଏ ? ତା ହେଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ।

ସାମ୍ବାଦିକ ରସୀଦ୍‌ କିଦ୍‌ବଇଙ୍କ ପୁସ୍ତକ ‘ବଲିଉଡ୍‌ ଷ୍ଟାର ପାୱାର ଇନ୍‌ ଅଣ୍ଡିଆନ୍‌ ପଲିଟିକ୍ସ’ରେ ସେ କରୀନାଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତଥ୍ୟ ଅନୁଯାୟୀ  ରାଜକପୁରଙ୍କ ନାତୁଣୀ ତଥା ଲୋକପ୍ରିୟ ବଲିଉଡ୍‌ କଳାକାର କରୀନା କପୁର ୨୦୦୨ରେ ରାହୁଲ୍‌ ଗାନ୍ଧୀଙ୍କୁ ନିଜ ପସନ୍ଦ ବୋଲି କହିଥିଲେ। ସେ ଏକଥା ବି ଲେଖିଛନ୍ତି ଯେ ରାହୁଲ୍‌ ବି କରୀନାଙ୍କ ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବାକୁ ସବୁବେଳେ ଇଚ୍ଛା କରୁଥିଲେ।

ରସୀଦ୍‌ ଦାବି କରନ୍ତି ଯେ, ୨୦୦୨ରେ ସୀମି ଗେରେୱାଲ୍‌ଙ୍କ ଚାର୍ଟ୍‌ ଶୋ’ରେ କରୀନା ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ସେ ଜଣେ ଏମିତି ଲୋକଙ୍କ ନାଁ କୁହନ୍ତୁ ଯାହାକୁ ସେ ଡେଟ୍‌ କରିବାକୁ ଚାହାନ୍ତି। ଏଥିରେ କରୀନା ଜବାବ ଦେଇ ସେଦିନ କହିଥିଲେ, ‘‘ମୁଁ କହିଦେବି। ମୋତେ ଜଣା ନାହିଁ ଏହା କହିବା ଠିକ୍‌ ହେବ ନା ନାହିଁ।  ଏହା ବିବାଦୀୟ ହୋଇପାରେ । ବାସ୍ତବରେ ସେ ବ୍ୟକ୍ତି ଜଣକ ହେଉଛନ୍ତି ରାହୁଲ୍‌ ଗାନ୍ଧୀ। ମୋତେ ତାଙ୍କୁ ଜାଣିବାରେ ବୁଝିବାରେ କିଛି ଅସୁବିଧା ହେବନି। ମୁଁ ଫିଲ୍ମି ଖାନ୍‌ଦାନ୍‌ରୁ ଆଉ ସେ ରାଜନୀତି ଖାନ୍‌ଦାନ୍‌ରୁ ଆସିଥିବାରୁ ଆମ କେମେଷ୍ଟ୍ରି ଭଲ ହୋଇପାରେ।’

କିନ୍ତୁ ୨୦୦୯ରେ କରୀନା ଏହି କଥାକୁ ଏଡ଼ାଇ ଦେଇଥିଲେ। ଯେତେବେଳେ ତାଙ୍କୁ ରାହୁଲ୍‌ଙ୍କ ବିଷୟରେ ପଚରା ଯାଇଥିଲା ସେ କହିଥିଲେ,‘‘ ଏହା ବହୁତ ପୁରୁଣା କଥା ମୁଁ ଏକଥା ଏଥିପାଇଁ କହିଥିଲି ଦୁହିଁଙ୍କ ସରନେମ୍‌ ଖୁବ୍‌ ଲୋକପ୍ରିୟ ଥିଲା। ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। କିନ୍ତୁ ତାଙ୍କୁ ଡେଟ୍‌ କରିବାକୁ ଚାହେଁ ନାହିଁ।’’

ସୂଚନା ଯୋଗ୍ୟଯେ,ଗାନ୍ଧୀ ପରିବାର - ନେହେରୁ ପରିବାର ସହ କପୁର ପରିବାର ନିବିଡ଼ ସମ୍ପର୍କ ରହିଥିବା ଦେଶଯାକର ଲୋକେ ଜାଣନ୍ତି। ଏହି ଦୁଇ ପରିବାରର ଘନିଷ୍ଟତା ସମ୍ପର୍କରେ ମଧ୍ୟ ସେହି ବହିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story