Advertisment

୧୦ମିନିଟରେ ଥରେ ସେଲଫି ନେବାକୁ ଭୁଲନ୍ତି ନାହିଁ କରୀନା

ମୁମ୍ବାଇ: ସେଲଫି ନେବା ଯେମିତି ଏକ ପ୍ରଥା ପାଲଟି ଯାଇଛି। କାର୍ଯ୍ୟକ୍ରମ ଯାହା ବି ହେଉ ବିନା ସେଲଫିରେ ସବୁ ଫିକା ଲାଗେ। ଏମିତି କିଛି ସେଲଫି ଉଠା ପାଗଳାମୀ ବି ରହିଛି ବଲିଉଡ ହିରୋଇନ କରୀନାଙ୍କ ପାଖରେ । ‘ବୋଗ  ବିଏଫଏଫ’ ଏକ ଟକ୍ ସୋରେ ଆସି କରୀନା କପୁର ଖାନ୍ ନିଜକୁ ସେଲଫି କୁଇନ୍ ବୋଲି କହିଛନ୍ତି। କାର୍ଯ୍ୟକ୍ରମର ହୋଷ୍ଟ କମଲ ସିଦ୍ଧୁ କରୀନା ଙ୍କୁ ନିଜର ଶେଷ ଫଟୋ କେବେ ଉଠାଇଥିଲେ ବୋଲି […]

୧୦ମିନିଟରେ ଥରେ ସେଲଫି ନେବାକୁ ଭୁଲନ୍ତି ନାହିଁ କରୀନା

kareena

Advertisment

ମୁମ୍ବାଇ: ସେଲଫି ନେବା ଯେମିତି ଏକ ପ୍ରଥା ପାଲଟି ଯାଇଛି। କାର୍ଯ୍ୟକ୍ରମ ଯାହା ବି ହେଉ ବିନା ସେଲଫିରେ ସବୁ ଫିକା ଲାଗେ। ଏମିତି କିଛି ସେଲଫି ଉଠା ପାଗଳାମୀ ବି ରହିଛି ବଲିଉଡ ହିରୋଇନ କରୀନାଙ୍କ ପାଖରେ । ‘ବୋଗ  ବିଏଫଏଫ’ ଏକ ଟକ୍ ସୋରେ ଆସି କରୀନା କପୁର ଖାନ୍ ନିଜକୁ ସେଲଫି କୁଇନ୍ ବୋଲି କହିଛନ୍ତି। କାର୍ଯ୍ୟକ୍ରମର ହୋଷ୍ଟ କମଲ ସିଦ୍ଧୁ କରୀନା ଙ୍କୁ ନିଜର ଶେଷ ଫଟୋ କେବେ ଉଠାଇଥିଲେ ବୋଲି ପଚାରିବାରୁ ସେ ନିଜକୁ ସେଲଫି କୁଇନ ବୋଲି କହିଥିଲେ। ସେଲଫି ଦିୱାନୀ କୀରନା ପ୍ରତି ୧୦ମିନିଟରେ ନିଜର ସେଲଫି ଉଠାଇ ଥାନ୍ତି।  ନିଜ ଜୀବନକୁ ନେଇ କିଛି ନିର୍ଦ୍ଦିଷ୍ଟ ଯୋଜନା କରି ନଥିବା କରୀନା ଜଣେ ଭଲ ସିନେ ଷ୍ଟାର ହେବାର ଇଚ୍ଛା ପିଲା ବେଳୁ ରଖିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe