karina
ମୁମ୍ବାଇ: କରୀନା କପୁର ନିଜ ଭାଇ ରଣବୀର କପୁରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି।
କରୀନା କହିଛନ୍ତି,“ମୁଁ ରଣବୀରଙ୍କ ସହ କାମ କରିବାକୁ ଚାହୁଁଛି। ଯଦି ତାଙ୍କ ସହ କାମ କରିବାକୁ ସୁଯୋଗ ମିଳେ, ତା’ହେଲେ ମୁଁ ବହୁତ୍ ଖୁସି ହେବି।”
[caption id="attachment_278715" align="alignnone" width="750"]
image credit-peepingmoon.com[/caption]
“ଆମେ ଦୁହେଁ ଯଦି କୌଣସି ଫିଲ୍ମରେ ଏକାଠି କାମ କରୁ, ତା’ହେଲେ ଆମ କେମେଷ୍ଟ୍ରି ଜବରଦସ୍ତ ହେବ। ସେ ମୋତେ ଖୁବ୍ ଭଲ ଲାଗନ୍ତି। ତେଣୁ ମୁଁ ଆଶା କରୁଛି କେବେ ନା କେବେ ଆମ ପାଇଁ କେହି ନା କେହି ସ୍କ୍ରିପ୍ଟ ଲେଖିବେ।’’
[caption id="attachment_278716" align="alignnone" width="750"]
image credit- india9tv.com[/caption]
ରଣବୀରଙ୍କୁ ପ୍ରଶଂସା କରି କରୀନା କହିଛନ୍ତି,“ରଣବୀର ଜଣେ ବହୁତ ଭଲ କଳାକାର।”
ଫିଲ୍ମ ‘ସଞ୍ଜୁ’ ପରେ ରଣବୀର ଏବେ ‘ବ୍ରହ୍ମାସ୍ତ୍ର’ର ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/karina.jpg)