Advertisment

ସଞ୍ଜୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ଆଣିଲେ କରିସ୍ମା କପୁର

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା ଓ ତାଙ୍କ ପତି ସଞ୍ଜୟଙ୍କ ଛାଡ଼ପତ୍ର ମାମଲା ନୂଆ ମୋଡ଼ ନେଇଛି। ସଞ୍ଜୟ ଯୌତୁକ ନିର୍ଯାତନା ଦେଉଥିବା କରିସ୍ମା ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସଞ୍ଜୟ ଓ ତାଙ୍କ ମା’ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। କିଛିବର୍ଷ ହେବ ଏହି ଦମ୍ପତି ଛାଡ଼ପତ୍ର ଦେବାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କିଛିଦିନ ପୂର୍ବେ ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ନେବାକୁ ରାଜି ହୋଇଯାଇଥିବା ଖବର […]

author-image
Rakesh Mallick
ଅଦ୍ୟତନ ହୋଇଛି
ସଞ୍ଜୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ଆଣିଲେ କରିସ୍ମା କପୁର

karisma

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା ଓ ତାଙ୍କ ପତି ସଞ୍ଜୟଙ୍କ ଛାଡ଼ପତ୍ର ମାମଲା ନୂଆ ମୋଡ଼ ନେଇଛି। ସଞ୍ଜୟ ଯୌତୁକ ନିର୍ଯାତନା ଦେଉଥିବା କରିସ୍ମା ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସଞ୍ଜୟ ଓ ତାଙ୍କ ମା’ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। କିଛିବର୍ଷ ହେବ ଏହି ଦମ୍ପତି ଛାଡ଼ପତ୍ର ଦେବାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କିଛିଦିନ ପୂର୍ବେ ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ନେବାକୁ ରାଜି ହୋଇଯାଇଥିବା ଖବର ଆସିଥିଲା। ତେବେ ପରେ କରିସ୍ମା ଆପୋଷ ବୁଝାମଣାରେ ଛାଡପତ୍ର ନେବାକୁ ମନା କରିଥିଲେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା।

Advertisment