‘ଧମାକା’ କରିବେ ୟାମି!

ମୁମ୍ବାଇ: ପୁଣି ଧମାକା କରିବେ ଅଭିନେତ୍ରୀ ୟାମି ଗୌତମ। ‘ଉରି’ ପରେ ୟାମିଙ୍କ ପୁଣି ଦେଖିବାକୁ ମିଳିବ ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ମୁଡ। ଅପକମିଂ ଫିଲ୍ମ ‘ଧମାକା’ରେ ନଜର ଆସିପାରନ୍ତି  ‌ଏହି ଅଭିନେତ୍ରୀ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ଲିଡ ଲେଡି ରୂପେ ୟାମି ନଜର ଆସିପାରନ୍ତି । କାର୍ତ୍ତିକ ଆର୍ଯ୍ୟନ ଗତ ୨୨ ନଭେମ୍ବର ତଥା ନିଜ ଜନ୍ମ ଦିନ ଅବସରରେ ‘ଧମାକା’ ଫିଲ୍ମର ଘୋଷଣା କରିଥିଲେ । ଏଥିସହ ନିଜ ଇନଷ୍ଟାଗ୍ରାମ […]

yami-goutam

yami-goutam

Madhupriya Mistry
  • Published: Friday, 27 November 2020
  • Updated: 27 November 2020, 03:59 PM IST

ମୁମ୍ବାଇ: ପୁଣି ଧମାକା କରିବେ ଅଭିନେତ୍ରୀ ୟାମି ଗୌତମ। ‘ଉରି’ ପରେ ୟାମିଙ୍କ ପୁଣି ଦେଖିବାକୁ ମିଳିବ ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ମୁଡ। ଅପକମିଂ ଫିଲ୍ମ ‘ଧମାକା’ରେ ନଜର ଆସିପାରନ୍ତି  ‌ଏହି ଅଭିନେତ୍ରୀ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ଲିଡ ଲେଡି ରୂପେ ୟାମି ନଜର ଆସିପାରନ୍ତି ।

କାର୍ତ୍ତିକ ଆର୍ଯ୍ୟନ ଗତ ୨୨ ନଭେମ୍ବର ତଥା ନିଜ ଜନ୍ମ ଦିନ ଅବସରରେ ‘ଧମାକା’ ଫିଲ୍ମର ଘୋଷଣା କରିଥିଲେ । ଏଥିସହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ମୋଶନ ପୋଷ୍ଟରକୁ ମଧ୍ୟ ରିଲିଜ କରିଥିଲେ । ସେତେବେଳ ଏହି ଫିଲ୍ମରେ କାର୍ତ୍ତିଙ୍କ ଅପୋଜିଟରେ କିଏ ନଜର ଆସିବେ ବୋଲି ସ୍ପଷ୍ଟ ହୋନଥିବା ବେଳେ ଏବେ କିନ୍ତୁ ୟାମିଙ୍କ ନା ଶୁଣାଯାଉଛି ।

ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମରେ ୟାମି, କାର୍ତ୍ତିକଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ । ଏଥିପାଇଁ ଦୁହେଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ସେପଟେ ଏହି ଫିଲ୍ମକୁ ନେଇ ୟାମି ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ଦର୍ଶକମାନେ ପ୍ରଥମ କରି କାର୍ତ୍ତିକ ଏବଂ ୟାମିଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ପାଇବେ ।

ରାମ ମାଧବାନୀଙ୍କ ନିର୍ଦ୍ଦେଶନା ଏବଂ ରନି ସ୍କୃବାଲାଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମରେ କାର୍ତ୍ତିକଙ୍କୁ ଏକ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ । ‘ଧମାକା’ ସାଉଥ କୋରିଆନ ଫିଲ୍ମ ‘ଦ ଟେରର ଲାଇଭ’ର ହିନ୍ଦୀ ରିମେକ ।  କିଭଳି ଜଣେ ସାମ୍ବାଦିକ ଆତଙ୍କବାଦୀ ଆକ୍ରମଣର ଲଇଭ ଟେଲିକାଷ୍ଟ କରିବାକୁ ନିଷ୍ପତି ନେଇଛି ତାହା ଉପରେ ଫିଲ୍ମଟିର କଥା ବସ୍ତୁ ଆଧାରିତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story