‘ଦୋସ୍ତାନା ୨’ରେ ନୂଆ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ରେ ପୁଣି ଦେଖିବାକୁ ମିଳିବ ଏକ ନୂଆ ଯୋଡ଼ି। ଏମାନେ ହେଲେ କାର୍ତ୍ତିକ ଆର୍ଯ୍ୟନ୍ ଓ ଜାହ୍ନବୀ କପୁର। ଫିଲ୍ମ ‘ଦୋସ୍ତାନା ୨’ରେ ଏହି ନୂଆଯୋଡ଼ିକୁ ନେଇ ଏକ୍ସପେରିମେଣ୍ଟ କରାଯାଉଛି। ଫିଲ୍ମ ‘ପତି ପତ୍ନୀ ଔର ୱ’ ବେଶ୍ ସଫଳତା ପାଇବା ପରେ କାର୍ତ୍ତିକଙ୍କ ଡିମାଣ୍ଡ ଆହୁରି ବଢ଼ିଯାଇଛି। ଅନ୍ୟପଟେ ଜାହ୍ନବୀଙ୍କୁ ତାଙ୍କ ପ୍ରଥମ ଫିଲ୍ମରୁ ହିଁ ବେଶ୍‌ ପସନ୍ଦ କରାଯାଉଛି। ଏବେ ଦୁହେଁ ଏକାଠି ସ୍କ୍ରିନ୍ ଶେଆର୍‌ କରିବେ। ଦୁହେଁ ‘ଦୋସ୍ତାନା ୨’ର  ଶୁଟିଂ […]

kartik-jhanvi

kartik-jhanvi

Chinmayee Roy
  • Published: Friday, 10 January 2020
  • Updated: 10 January 2020, 01:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପୁଣି ଦେଖିବାକୁ ମିଳିବ ଏକ ନୂଆ ଯୋଡ଼ି। ଏମାନେ ହେଲେ କାର୍ତ୍ତିକ ଆର୍ଯ୍ୟନ୍ ଓ ଜାହ୍ନବୀ କପୁର। ଫିଲ୍ମ ‘ଦୋସ୍ତାନା ୨’ରେ ଏହି ନୂଆଯୋଡ଼ିକୁ ନେଇ ଏକ୍ସପେରିମେଣ୍ଟ କରାଯାଉଛି।

ଫିଲ୍ମ ‘ପତି ପତ୍ନୀ ଔର ୱ’ ବେଶ୍ ସଫଳତା ପାଇବା ପରେ କାର୍ତ୍ତିକଙ୍କ ଡିମାଣ୍ଡ ଆହୁରି ବଢ଼ିଯାଇଛି। ଅନ୍ୟପଟେ ଜାହ୍ନବୀଙ୍କୁ ତାଙ୍କ ପ୍ରଥମ ଫିଲ୍ମରୁ ହିଁ ବେଶ୍‌ ପସନ୍ଦ କରାଯାଉଛି। ଏବେ ଦୁହେଁ ଏକାଠି ସ୍କ୍ରିନ୍ ଶେଆର୍‌ କରିବେ। ଦୁହେଁ ‘ଦୋସ୍ତାନା ୨’ର  ଶୁଟିଂ ବି ଆରମ୍ଭ କରିଦେଲେଣି। ଫିଲ୍ମର ପ୍ରଥମ ଓ ଦ୍ୱିତୀୟ ସିଡ୍ୟୁଲ୍‌ର ଶୁଟିଂ ସରିଥିବା ବେଳେ ଏବେ ତୃତୀୟ ସିଡ୍ୟୁଲ୍‌ର ଶୁଟିଂ ବାକି ଅଛି।

କାର୍ତ୍ତିକ୍ ଓ ଜାହ୍ନବୀଙ୍କ ସହ ଏହି ଫିଲ୍ମରେ ଟେଲିଭିଜନ୍‌ ଷ୍ଟାର୍‌ ଲକ୍ଷ୍ୟ ଲାଲୱାନୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଲକ୍ଷ୍ୟ ‘ରୋଡିସ୍‌ ଏକ୍ସ ୨’ ଜରିଆରେ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ ଏମ୍‌ଟିଭିର ଶୋ’ ‘ୱାରିୟର୍ ହାଇ’ରେ ପାର୍ଥ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ‘ପରଦେଶ୍‌ ମେ ହୈ ମେରା ଦିଲ୍‌’ ଓ ‘ପୋରସ’ ପରି ସିରିଏଲ୍‌ରେ ମଧ୍ୟ କାମ କରିଥିଲେ।

https://twitter.com/karanjohar/status/1169429981887262721

ସୂଚାନାଯୋଗ୍ୟ, ଏହି ଫିଲ୍ମଟି ହେଉଛି ୨୦୦୮ରେ ରିଲିଜ୍‌ ହୋଇଥିବା ‘ଦୋସ୍ତାନା’ର ସିକ୍ୱେଲ୍। ଏଥିରେ ଲିଡ୍‌ ରୋଲ୍‌ରେ ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ୍‌ ଅବ୍ରାହମ୍‌ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ହୋଇଥିଲା। ତେଣୁ ‘ଦୋସ୍ତାନା ୨’କୁ ବି ଦର୍ଶକ ପସନ୍ଦ କରିବେ ଏବଂ କାର୍ତ୍ତିକ ଓ ଜାହ୍ନବୀଙ୍କ ଯୋଡ଼ି ହିଟ୍‌ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। ଫିଲ୍ମଟିକୁ କରଣ ଜୋହର ପ୍ରଯୋଜନା କରୁଥିବାବେଳେ ତରୁଣ ମନସୁଖାନୀ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ୨୦୨୦ ଶେଷ ଆଡ଼କୁ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story