କ୍ୟାଟ୍ରିନାଙ୍କ ପାଦ ଧରି କ୍ଷମା ମାଗିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେତେବେଳେ ତାଙ୍କ ଲଭ୍‌ ଅଫେୟାର୍‌କୁ ନେଇ। ଏବେ କିନ୍ତୁ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ କ୍ୟାଟ୍‌ ହାଣ୍ଡସମ୍‌ ବୟ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କାନ ଧରି ଉଠ୍‌ବସ୍ କରାଉଛନ୍ତି। ହେଲେ କ’ଣ ପାଇଁ? ଆସନ୍ତୁ ଜାଣିବା କ୍ୟାଟ୍‌ କାର୍ତ୍ତିଙ୍କ ସହ ଏମିତି କାହିଁକି କରୁଛନ୍ତି। https://www.instagram.com/p/B9UY1NrHfpK/?utm_source=ig_web_copy_link […]

katrina

katrina

Chinmayee Roy
  • Published: Friday, 06 March 2020
  • Updated: 06 March 2020, 02:34 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେତେବେଳେ ତାଙ୍କ ଲଭ୍‌ ଅଫେୟାର୍‌କୁ ନେଇ। ଏବେ କିନ୍ତୁ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ କ୍ୟାଟ୍‌ ହାଣ୍ଡସମ୍‌ ବୟ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କାନ ଧରି ଉଠ୍‌ବସ୍ କରାଉଛନ୍ତି। ହେଲେ କ’ଣ ପାଇଁ? ଆସନ୍ତୁ ଜାଣିବା କ୍ୟାଟ୍‌ କାର୍ତ୍ତିଙ୍କ ସହ ଏମିତି କାହିଁକି କରୁଛନ୍ତି।

https://www.instagram.com/p/B9UY1NrHfpK/?utm_source=ig_web_copy_link

ବାସ୍ତବ କଥା ହେଉଛି, ଏକ ପ୍ରେସ କନ୍‌ଫରେନ୍ସରେ କାର୍ତ୍ତିକ ଆର୍ଯ୍ୟନଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ହେଲେ କ୍ୟାଟ୍‌ ଲେଟ୍ କମର୍‌ଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ଦଣ୍ଡ ଦେବାକୁ ବି ଭୁଲନ୍ତି ନାହିଁ। ତେବେ ଏଥିରୁ କାର୍ତ୍ତିକ୍‌ ବା ବର୍ତ୍ତିଥାନ୍ତେ କେମିତି! ସେ ବିଳମ୍ବରେ ଆସିବାରୁ କ୍ୟାଟ୍ ତାଙ୍କୁ ଖାଲି କାନ ଧରାଇ ଉଠ୍‌ବସ୍‌  କରାଇ ନ ଥିଲେ,  ଭୁଲ ମଧ୍ୟ ମଗାଇଥିଲେ। କ୍ୟାଟ୍ରିନା ଏବଂ କାର୍ତ୍ତିକଙ୍କର ଏହି ଭିଡିଓ ଏବେ ସୋଶାଲ୍‌ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

https://www.instagram.com/p/B9VjiJuFQmk/?utm_source=ig_web_copy_link

ଭିଡିଓରେ ଦେଖିବାକୁ ମିଳୁଛି, କ୍ୟାଟ୍‌ କାର୍ତ୍ତିକଙ୍କ ଆଡ଼କୁ ଇଶାରା କରି କହୁଛନ୍ତି, ‘କାର୍ତ୍ତିକ ଆପଣମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି, କାରଣ ସେ ଟିକେ ବିଳମ୍ବରେ ଆସିଛି।’ ଏହାପରେ କାର୍ତ୍ତିକ ନିଜ ସିଟ୍‌ରୁ ଉଠି କହୁଛନ୍ତି ‘କାଲି ରଣବୀର ସମସ୍ତଙ୍କ ପାଦ ଛୁଇଁଥିଲେ, ଆଜି ମୁଁ ଆପଣଙ୍କ ପାଦ ଛୁଉଁଛି। ମୋତେ କ୍ଷମା କର କ୍ୟାଟ୍ରିନା।’ ଏହାପରେ ସେ କାନ ଧରି ଉଠ୍‌ବସ୍‌ ହୋଇଥିଲେ ଏବଂ ସମସ୍ତଙ୍କୁ କ୍ଷମା ମାଗିଥିଲେ।

https://www.instagram.com/p/B9UdAqzlMzi/?utm_source=ig_web_copy_link

ଜଣାଇଦେବାକୁ ଚାହୁଁ ଯେ ଏହା ପୂର୍ବରୁ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନ୍‌ ପାଇଁ ଏକ ପ୍ରେଶକନ୍‌ଫରେନ୍ସ ରଖାଯାଇଥିଲା, ଯେଉଁଥିରେ ରଣବୀର୍‌ ସିଂହ ବିଳମ୍ବରେ ଆସିଥିଲେ। ଯାହାଫଳରେ ସେ ଫିଲ୍ମର କଳାକାର ଅକ୍ଷୟ କୁମାର, ଅଜୟ ଦେବଗନ୍‌, କ୍ୟାଟ୍ରିନା କୈଫ୍ ଓ ନିର୍ଦ୍ଦେଶକ ରୋହିତ ଶୋଟ୍ଟୀଙ୍କ ପାଦ ଛୁଇଁ କ୍ଷମା ମାଗିଥିଲେ। ତେବେ ଏ ଦୃଶ୍ୟ ହେଉଛି  IIFA ଆୱାର୍ଡ଼ ପାଇଁ ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରେସ କନ୍‌ଫରେନ୍ସର। ଏଥିରେ କାର୍ତ୍ତିକ-କ୍ୟାଟ୍ରିନାଙ୍କ ସମେତ ଦିଆ ମିର୍ଜା ମଧ୍ୟ ସାମିଲ ହୋଇଥିଲେ। ଏଥର IIFA ଆୱାର୍ଡ ମଧ୍ୟପ୍ରଦେଶରେ ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story