ସଲମାନ୍‌ଙ୍କୁ ନାଚ ଶିଖାଇଲେ କାର୍ତ୍ତିକ୍‌

ମୁମ୍ୱାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର୍ ରିଲିଜ୍‌ ହୋଇସାରିଛି। ଏଥିରେ ତାଙ୍କ ସହିତ ଅଛନ୍ତି ସାରା ଅଲୀ ଖାନ୍‌। ଫିଲ୍ମଟି ଫେବୃଆରୀ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏବେ କାର୍ତ୍ତିକ ଏହାର ପ୍ରୋସୋସନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରୋମୋସନ୍‌ରେ ପାଇଁ ସାରାଙ୍କ ସହିତ କାର୍ତ୍ତିକ୍‌ ପହଞ୍ଚିଥିଲେ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ୍‌ ୧୩’ରେ।  ଶୋ’ରେ କାର୍ତ୍ତିକ ମଜାମସ୍ତି କରି ବିଗ୍‌ ବସ୍‌ ହାଉସ୍‌ର […]

kaaa

kaaa

Puspanjali Panda
  • Published: Sunday, 19 January 2020
  • Updated: 19 January 2020, 12:43 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର୍ ରିଲିଜ୍‌ ହୋଇସାରିଛି। ଏଥିରେ ତାଙ୍କ ସହିତ ଅଛନ୍ତି ସାରା ଅଲୀ ଖାନ୍‌। ଫିଲ୍ମଟି ଫେବୃଆରୀ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏବେ କାର୍ତ୍ତିକ ଏହାର ପ୍ରୋସୋସନ୍‌ରେ ବ୍ୟସ୍ତ ଅଛନ୍ତି।

ଫିଲ୍ମର ପ୍ରୋମୋସନ୍‌ରେ ପାଇଁ ସାରାଙ୍କ ସହିତ କାର୍ତ୍ତିକ୍‌ ପହଞ୍ଚିଥିଲେ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ୍‌ ୧୩’ରେ।  ଶୋ’ରେ କାର୍ତ୍ତିକ ମଜାମସ୍ତି କରି ବିଗ୍‌ ବସ୍‌ ହାଉସ୍‌ର ସମସ୍ତ ପ୍ରତିଯୋଗୀଙ୍କ ସହିତ ଫ୍ୟାନ୍‌ମାନଙ୍କ ମନ ଜିତିଥିଲେ। ଏହା ସହିତ ସେ ଶୋ’ରେ ସଲ୍‌ମାନ୍‌ଙ୍କୁ ‘ଲଭ୍ ଆଜ୍ କଲ୍‌’ରେ ଥିବା ଏକ ଗୀତ ଟ୍ୱିଷ୍ଟର ଡ୍ୟାନ୍ସିଂ ଷ୍ଟେପ୍‌ ବି ଶିଖାଇଥିଲେ।

https://www.instagram.com/p/B7eHxn8nXQy/?utm_source=ig_web_copy_link

ଭାଇଜାନ୍‌ ଓ କାର୍ତ୍ତିକଙ୍କ ଡୁଏଟ୍‌ ଡ୍ୟାନ୍ସର ମଜା ସମସ୍ତେ ନେଇଥିଲେ। ଦୁହେଁ ପ୍ରାୟ ଏକ ମିନିଟ୍ ପାଇଁ ଷ୍ଟେଜ୍ ଶେଆର କରିଥିଲେ ଓ ନାଚି ଥିଲେ। ଦୁହେଁ ପୂରା ମସ୍ତି ମୁଡ୍‌ରେ ଥିଲେ। ଏହି ଡ୍ୟାନ୍ସ ଦେଖି ଉଭୟଙ୍କ ଫ୍ୟାନ୍‌ମାନେ ବି ବେଶ୍ ଖୁସି ଅଛନ୍ତି। ସେମାନେ କହୁଛନ୍ତି ଯେ ଏହି ଟ୍ୱିଷ୍ଟ୍ ଖୁବ୍ ମଜାଦାର ହୋଇଛି।

ସୂଚନାଯୋଗ୍ୟ, ସଲମାନଙ୍କୁ କାର୍ତ୍ତିକ ପ୍ରଥମ ଥର ପାଇଁ ଏମିତି ଡ୍ୟାନ୍ସିଂ ଷ୍ଟେପ୍‌ ଶିଖାଇ ନାହାନ୍ତି। ଏହା ପୂର୍ବରୁ ‘ପତି ପତ୍ନୀ ଔର୍‌ ୱ’ ଫିଲ୍ମର ଗୀତ ‘ଧୀମେ ଧୀମେ’ର ଡ୍ୟାନ୍ସିଂ ଷ୍ଟେପ୍‌କୁ ମଧ୍ୟ ସଲମାନ୍‌ଙ୍କୁ ଶିଖାଇଥିଲେ କାର୍ତ୍ତିକ। ତାଙ୍କ ନୂଆ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ ଫେବ୍ରୁଆରୀ ୧୪ ତାରିଖରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇମ୍‌ତି୍ରାଜ୍ ଅଲୀ। ସେ ୨୦୦୯ରେ ମଧ୍ୟ ଏହି ଟାଇଟଲ୍‌ରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନଙ୍କୁ ନେଇ ଫିଲ୍ମ ତିଆରି କରିଥିଲେ, ଯାହା ହିଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story