କସୌଟିରେ ଏମିତି ହେବ କୋମୋଲିକାର ଏଣ୍ଟ୍ରି, ଲୁକ୍‌ ଭାଇରାଲ୍‌

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିଭି ଦୁନିଆର ସବୁଠୁ ଚର୍ଚ୍ଚିତ ଶୋ’ ମଧ୍ୟରୁ ଅନ୍ୟତମ ‘କସୌଟି ଜିନ୍ଦେଗୀ କି’ର ପାର୍ଟ୍‌-୨ ଆରମ୍ଭ ହୋଇଯାଇଛି। ଏବେ ଶୋ’ରେ ଅନୁରାଗ ଓ  ପ୍ରେରଣାର ରୋମାନ୍ସ ଦେଖିବାକୁ ମଳୁଛି।  କିନ୍ତୁ ଶୋ’ରେ କୋମୋଲିକାର ଏଣ୍ଟ୍ରି ହୋଇସାରିଥିଲେ ମଧ୍ୟ ତାଙ୍କ ଲୁକ୍‌ ସାମ୍ନାକୁ ଆସିନି। ସୂଚନାଯୋଗ୍ୟ ଯେ ହୀନା ଖାନ୍‌ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି।  ଆଉ ତାଙ୍କ ଲୁକ୍‌କୁ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ବସିଛନ୍ତି। କୋମୋଲିକା ଚରିତ୍ରରେ ହୀନା […]

hina

hina

Sangita Sahoo
  • Published: Sunday, 14 October 2018
  • Updated: 14 October 2018, 07:20 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିଭି ଦୁନିଆର ସବୁଠୁ ଚର୍ଚ୍ଚିତ ଶୋ’ ମଧ୍ୟରୁ ଅନ୍ୟତମ ‘କସୌଟି ଜିନ୍ଦେଗୀ କି’ର ପାର୍ଟ୍‌-୨ ଆରମ୍ଭ ହୋଇଯାଇଛି। ଏବେ ଶୋ’ରେ ଅନୁରାଗ ଓ  ପ୍ରେରଣାର ରୋମାନ୍ସ ଦେଖିବାକୁ ମଳୁଛି।  କିନ୍ତୁ ଶୋ’ରେ କୋମୋଲିକାର ଏଣ୍ଟ୍ରି ହୋଇସାରିଥିଲେ ମଧ୍ୟ ତାଙ୍କ ଲୁକ୍‌ ସାମ୍ନାକୁ ଆସିନି।

ସୂଚନାଯୋଗ୍ୟ ଯେ ହୀନା ଖାନ୍‌ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି।  ଆଉ ତାଙ୍କ ଲୁକ୍‌କୁ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ବସିଛନ୍ତି।

କୋମୋଲିକା ଚରିତ୍ରରେ ହୀନା ଖାନ୍‌ ଅଭିନୟ କରୁଛନ୍ତି।  ଆଉ ହୀନାଙ୍କ ଲୁକ୍ ଏବେ ଜାରି କରାଯାଇଛି।  ହୀନାଙ୍କୁ ସିଲ୍‌ଭର ଓ କଳା ରଙ୍ଗର ଲେହେଙ୍ଗା ସହ ଏକ ଭିନ୍ନ ଅନ୍ଦାଜ୍‌ରେ ଦେଖିବାକୁ ମିଳିବ।

ଧାରାବାହିକରେ କୋମୋଲିକା ଚରିତ୍ରକୁ ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ସସ୍‌ପେନ୍ସ ଲାଗି ରହିଥିଲା।  ଏକ୍‌ତା କପୁର ଏବେ ଏହି ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି। ଏକ୍‌ତା କପୁର ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ କୋମୋଲିକାର ଏଣ୍ଟ୍ରି ହେବାର ଭିଡିଓ ଶେୟାର କରିଛନ୍ତି। ଦେଖନ୍ତୁ ଭିଡିଓ

https://www.instagram.com/p/Bo54BghAhxm/?utm_source=ig_embed&utm_campaign=embed_video_watch_again

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos