Advertisment

“କସୌଟି”ରେ ଭାଇ ଭଉଣୀଙ୍କ ଲିପ୍‌ଲକ୍‌ ସିନ୍‌ ଭାଇରାଲ୍‌

ମୁମ୍ବାଇ: ଏକତା କପୁର୍‌ଙ୍କ ବହୁ ଲୋକପ୍ରିୟ ଟିଭି ଶୋ’ “କସୌଟି ଜିନ୍ଦେଗି କି ୨” ଭାଇ ଭଉଣୀ ଚରିତ୍ରରେ ଅଭିନୟ କରୁଥିବା ପାର୍ଥ ସମ୍‌ଥାନ୍‌(ଅନୁରାଗ) ଏବଂ ପୂଜା ବାନାର୍ଜି(ନିବେଦିତା)ଙ୍କ ଲିପ୍‌ଲକ୍‌ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦୁହେଁ ଏକ୍‌ତା କପୁରଙ୍କ ଶୋ’ “କେହେନେ କା ହମ୍‌ସଫର୍‌ ହେ ୨” ରେ ଲିପ୍‌ଲକ୍‌ କରିବାର ଦେଖାଯିବେ। ତେବେ ଏହି ଲିପ୍‌ଲକ୍‌  ଭିଡ଼ିଓ ଭାଇରାଲ୍‌ ହେବା ସହ ଉଭୟଙ୍କୁ ବହୁତ ଟ୍ରଲ୍‌ ମଧ୍ୟ କରାଯାଇଛି। ଶୋ’ରେ ଅଭିନୟ କରୁଥିବା […]

ଅଦ୍ୟତନ ହୋଇଛି
“କସୌଟି”ରେ ଭାଇ ଭଉଣୀଙ୍କ ଲିପ୍‌ଲକ୍‌ ସିନ୍‌ ଭାଇରାଲ୍‌

a11

Advertisment

ମୁମ୍ବାଇ: ଏକତା କପୁର୍‌ଙ୍କ ବହୁ ଲୋକପ୍ରିୟ ଟିଭି ଶୋ’ “କସୌଟି ଜିନ୍ଦେଗି କି ୨” ଭାଇ ଭଉଣୀ ଚରିତ୍ରରେ ଅଭିନୟ କରୁଥିବା ପାର୍ଥ ସମ୍‌ଥାନ୍‌(ଅନୁରାଗ) ଏବଂ ପୂଜା ବାନାର୍ଜି(ନିବେଦିତା)ଙ୍କ ଲିପ୍‌ଲକ୍‌ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦୁହେଁ ଏକ୍‌ତା କପୁରଙ୍କ ଶୋ’ “କେହେନେ କା ହମ୍‌ସଫର୍‌ ହେ ୨” ରେ ଲିପ୍‌ଲକ୍‌ କରିବାର ଦେଖାଯିବେ। ତେବେ ଏହି ଲିପ୍‌ଲକ୍‌  ଭିଡ଼ିଓ ଭାଇରାଲ୍‌ ହେବା ସହ ଉଭୟଙ୍କୁ ବହୁତ ଟ୍ରଲ୍‌ ମଧ୍ୟ କରାଯାଇଛି।

Advertisment

ଶୋ’ରେ ଅଭିନୟ କରୁଥିବା ଭାଇ ଭଉଣୀ କିପରି କିସ୍‌ କରିପାରିବେ ବୋଲି ଦର୍ଶକ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ପୂଜା ବାନାର୍ଜି ତାଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ ଜାଣିଥିଲି ଯେ, ଲୋକମାନେ ମୋ ଲିପ୍‌ଲକ୍‌ ସିନ୍‌ ଦେଖି ଚିନ୍ତାରେ ପଡ଼ିଯିବେ। ଏହା ସ୍କ୍ରୀନ୍‌ ଉପରେ ମୋର ପ୍ରଥମ କିସିଂ ସିନ୍‌। ପାର୍ଥ ଏବଂ ମୁଁ କସୌଟିରେ ଭାଇ ଭଉଣୀ, ରି୍ଅଲ୍‌ ଲାଇଫ୍‌ରେ ନୁହେଁ”।

https://www.instagram.com/p/Bvy2So8F3Aw/?utm_source=ig_web_copy_link

ଆହୁର ମଧ୍ୟ ସେ କହିଛନ୍ତି ଯେ, “ଆମେ ଦୁଇ ଜଣ କଳାକାର ଏବଂ ଆମକୁ ଆମ ଚରିତ୍ର ଉପରେ ଅଭିନୟ କରିବାକୁ ପଡ଼ିଥାଏ। ଆଉ ଅଭିନୟରେ ଆମେ ନିଜର ବେଷ୍ଟ ଦବାକୁ ସବୁବେଳେ ଚେଷ୍ଟା କରିଥାଉ। କାମକୁ ସଚ୍ଚୋଟତାର ସହ କଲେ ଆମକୁ ଖୁସି ମିଳିଥାଏ”।

Advertisment

“ମୁଁ ଏହାକୁ ସକରାତ୍ମକ ଦୃଷ୍ଟିରେ ନେଉଛି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାର କଥାବାର୍ତ୍ତା କରୁଛନ୍ତି, ତେଣୁ ଆମେ ଏହାକୁ ଗଭିରତାର ସହ ନେଉଛୁ। କିନ୍ତୁ ଦର୍ଶକଙ୍କୁ ବୁଝିବାକୁ ପଡ଼ିବ ଯେ, ଆମେ ବାସ୍ତବରେ ଭାଇ ଭଉଣୀ ନୁହଁ”।

“କସୌଟି ଜିନ୍ଦେଗୀ କି ୨” ରେ ଏବେ ପୂରା ହାଇ ଭୋଲ୍‌ଟେଜ୍‌ ଡ୍ରାମା ଚାଲିଥିବା ଦେଖିବାକୁ ମିଳୁଛି। କୋମଲିକା ପ୍ରେରଣାଙ୍କଠାରୁ ସାଧା କାଗଜରେ ଦସ୍ତଖତ କରିନେଇଛନ୍ତି। ଏହା ପରେ ପ୍ରେରଣା ପେପର୍‌ ଖୋଜିବାକୁ ଇନ୍‌କମ୍‌ ଟ୍ୟାକ୍ସ ଅଫିସର୍‌ ହୋଇ ବାସୁଙ୍କ ଘରକୁ ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe