Advertisment

ଶୁଟିଂ ସେଟ୍‌ରେ କୋମୋଲିକା ଆହତ

ମୁମ୍ବାଇ: ଏକ୍‌ତା କପୁରଙ୍କ ଲୋକପ୍ରିୟ ‘କସୌଟି ଜିନ୍ଦେଗି କି’ର ଖଳନାୟିକା ‘କମୋଲିକା’ ଆହତ। କୋମୋଲିକା ଚରିତ୍ରରେ ଅଭିନୟ କରୁଥିବା ଆମ୍ନା ଶରିଫ୍‌ ସୋଶାଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଏକ ହ୍ୱିଲ୍‌ଚେୟାର୍‌ରେ ବସିଥିବା ଦେଖିବାକୁ ମିଳିଛି। https://www.instagram.com/p/B6udwpbBV1Q/?utm_source=ig_web_copy_link ଆମ୍ନା ଏହି ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି, ‘ମୋତେ ଲାଗୁଛି ୟେ ଏହାକୁ କୁହାଯାଇପାରିବ ଯେ ‘ଦ ଶୋ’ ମଷ୍ଟ ଗୋ ଅନ୍‌’। ବହୁତ ଖରାପ ଭାବରେ ମୁଁ ପଡ଼ିଗଲି ଯାହାଦ୍ୱାରା ମୋଁ […]

ଶୁଟିଂ ସେଟ୍‌ରେ କୋମୋଲିକା ଆହତ

amna

Advertisment

ମୁମ୍ବାଇ: ଏକ୍‌ତା କପୁରଙ୍କ ଲୋକପ୍ରିୟ ‘କସୌଟି ଜିନ୍ଦେଗି କି’ର ଖଳନାୟିକା ‘କମୋଲିକା’ ଆହତ। କୋମୋଲିକା ଚରିତ୍ରରେ ଅଭିନୟ କରୁଥିବା ଆମ୍ନା ଶରିଫ୍‌ ସୋଶାଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଏକ ହ୍ୱିଲ୍‌ଚେୟାର୍‌ରେ ବସିଥିବା ଦେଖିବାକୁ ମିଳିଛି।

Advertisment

https://www.instagram.com/p/B6udwpbBV1Q/?utm_source=ig_web_copy_link

ଆମ୍ନା ଏହି ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି, ‘ମୋତେ ଲାଗୁଛି ୟେ ଏହାକୁ କୁହାଯାଇପାରିବ ଯେ ‘ଦ ଶୋ’ ମଷ୍ଟ ଗୋ ଅନ୍‌’। ବହୁତ ଖରାପ ଭାବରେ ମୁଁ ପଡ଼ିଗଲି ଯାହାଦ୍ୱାରା ମୋଁ ଗୋଡ଼ ମୋଡ଼ି ହୋଇଯାଇଛି(ଏହା ରିଲ୍‌ ନୁହେଁ ରିୟଲ୍)। କିନ୍ତୁ ମୋର ପ୍ରିୟ ଟିମ୍‌ ପାଇଁ ମୋ ଚେହେରାରେ ଏବେ ବି ହସ ଅଛି। ‘ଅଲ୍ଟ ବାଲାଜୀ’ ମୋ ପାଇଁ ଘର ଭଳି। ‘କସୌଟି ଜିନ୍ଦେଗି କି’ର ପୂରା ଟିମ୍‌କୁ ମୋର ଭଲ ବହୁତ ଭଲପାଇବା ଦେଉଛି। ଆମ୍ନାଙ୍କ ଫଟୋରେ  ମୌନି ରୟ କମେଣ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି।

https://www.instagram.com/p/B6FDbOFhZGH/?utm_source=ig_web_copy_link

ସୂଚନାଯୋଗ୍ୟ, ଆମ୍ନାଙ୍କ ଅଭିନୟରୁ ଏକ୍‌ତା ବେଶ୍‌ ଇମ୍ପ୍ରେସ୍‌ ଅଛନ୍ତି। ହିନା ଖାନ୍‌ ଅଧାରୁ ଶୋ’ ଛାଡ଼ିବା ପରେ ଏକ୍‌ତା ବହୁତ ଚିନ୍ତାରେ ଥିଲେ। ସେ ମାନି ନେଇଥିଲେ ଯେ ତାଙ୍କ ରୋଲ୍‌କୁ ଆଉ କେହିବି କରିପାରିବେ ନାହିଁ। କିନ୍ତୁ ଆମ୍ନାଙ୍କ ଅଭିନୟ ଦେଖି ଏକ୍‌ତା ଖୁସି ହୋଇଯାଇଥିଲେ। ଦର୍ଶକଙ୍କୁ ମଧ୍ୟ ଆମ୍ନାଙ୍କ ଅଭିନୟ ବେଶ୍ ପସନ୍ଦ ଆସୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe