କସୌଟିରେ ଆସିଲା ଟ୍ୱିଷ୍ଟ: ଗିରଫ ହେଲେ ଅନୁରାଗ, କୋମଲିକା

ମୁମ୍ବାଇ: “ଷ୍ଟାର୍‌ପ୍ଲସ୍‌” ଚ୍ୟାନେଲ୍‌ର ପପୁଲାର୍‌ ଶୋ’ ‘କସୌଟି ଜିନ୍ଦେଗିକି-୨’ ରେ ଏବେ ଜବର୍‌ଦସ୍ତ ଡ୍ରାମା ଚାଲୁଛି। ଶୋ’ରେ ଗୋଟେ ପଟେ ଅନୁରାଗ ବସୁ ଦ୍ୱିତୀୟ ବିବାହ ପରେ କୋମଲିକାଙ୍କ ସହ ହନିମୁନ୍‌ରେ ଯାଇଛନ୍ତି। କିନ୍ତୁ ଏହି ହନିମୁନ୍‌ ସୁନ୍ଦର ଜାଗାରେ ନ ହୋଇ ଜେଲ୍‌ରେ ହେବାକୁ ଯାଉଛି। ଏହିଠାରେ ପ୍ରେରଣା କୋମଲିକାଙ୍କ ହନିମୁନ୍‌କୁ ଖରାପ କରିବା ପାଇଁ ପ୍ଲାନ୍‌ କରିଛନ୍ତି। ଶୋ’ରେ ପ୍ରେରଣା ଅନୁରାଗ ବସୁଙ୍କ ଘରେ ତାଙ୍କ ପୂର୍ବ ପତ୍ନୀର ଅଧିକାରରେ ରହିଆସୁଛନ୍ତି। ଅନ୍ୟପଟେ ଅନୁରାଗଙ୍କୁ […]

a11

a11

Rosalin Rath
  • Published: Tuesday, 19 March 2019
  • Updated: 19 March 2019, 01:49 PM IST

Sports

Latest News

ମୁମ୍ବାଇ: “ଷ୍ଟାର୍‌ପ୍ଲସ୍‌” ଚ୍ୟାନେଲ୍‌ର ପପୁଲାର୍‌ ଶୋ’ ‘କସୌଟି ଜିନ୍ଦେଗିକି-୨’ ରେ ଏବେ ଜବର୍‌ଦସ୍ତ ଡ୍ରାମା ଚାଲୁଛି। ଶୋ’ରେ ଗୋଟେ ପଟେ ଅନୁରାଗ ବସୁ ଦ୍ୱିତୀୟ ବିବାହ ପରେ କୋମଲିକାଙ୍କ ସହ ହନିମୁନ୍‌ରେ ଯାଇଛନ୍ତି। କିନ୍ତୁ ଏହି ହନିମୁନ୍‌ ସୁନ୍ଦର ଜାଗାରେ ନ ହୋଇ ଜେଲ୍‌ରେ ହେବାକୁ ଯାଉଛି। ଏହିଠାରେ ପ୍ରେରଣା କୋମଲିକାଙ୍କ ହନିମୁନ୍‌କୁ ଖରାପ କରିବା ପାଇଁ ପ୍ଲାନ୍‌ କରିଛନ୍ତି।

ଶୋ’ରେ ପ୍ରେରଣା ଅନୁରାଗ ବସୁଙ୍କ ଘରେ ତାଙ୍କ ପୂର୍ବ ପତ୍ନୀର ଅଧିକାରରେ ରହିଆସୁଛନ୍ତି। ଅନ୍ୟପଟେ ଅନୁରାଗଙ୍କୁ ନିଜର କରିବାକୁ କୋମଲିକା ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହିପରି କୋମଲିକା ଏବଂ ଅନୁରାଗଙ୍କ ହନିମୁନ୍‌ ପାଇଁ ପ୍ଲାନିଂ କରାଯାଇଛି।

https://www.instagram.com/p/BvLFMx0F0Ir/?utm_source=ig_web_copy_link

‘କସୌଟି ଜିନ୍ଦେଗିକି-୨’ରେ ଆଗକୁ ଆସିବାକୁ ଥିବା ଏପିସୋଡ୍‌ରେ ଅନୁରାଗ ଆଉ କୋମଲିକା ହନିମୁନ୍‌ କରିବାକୁ ଯାଉଛନ୍ତି। ସେମାନେ ହୋଟେଲ୍‌ ଯାଉଥିବା ବାଟରେ ପୁଲିସ୍‌ ସେମାନଙ୍କୁ ଅଧା ବାଟରୁ ଅଟକାଇ ଗିରଫ କରିନେଉଛି।

ସୋଶାଲ୍‌ ମିଡିଆରେ ଦେଖାଯାଇଥିବା ଏହାର ଅନେକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେଉଛି। ଅନ୍ୟପଟେ ପୁଲିସ୍‌ ଷ୍ଟେସନ୍‌ରେ ପୁଲିସ୍‌ ଅଫିସର୍‌ ଜୋର୍‌ରେ କୋମଲିକାଙ୍କୁ ଏକ ଚାପୁଡ଼ା ମାରୁଛନ୍ତି। ଆଉ କୋମଲିକା ମାଡ଼ ଖାଇବା ଦେଖି ପ୍ରେରଣା ବହୁତ ଖୁସି ହୋଇଥିବା ନଜର ଆସୁଛନ୍ତି।

‘କସୌଟି ଜିନ୍ଦେଗିକି-୨’ରେ ଏହି ଟ୍ୱିଷ୍ଟ ଆସିବା ପରେ କୋମଲିକା କ’ଣ କରୁଛନ୍ତି ତାହା ଦେଖାଯିବ। ଏହି ଫ୍ୟାମିଲି ଡ୍ରାମା ଶୋ’ର ଟିଆର୍‌ପି ବହୁ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story