ଶ୍ରୀନଗର: ଦବଙ୍ଗଷ୍ଟାର ସଲମନ ଖାନ ଏବେ ଭାରତର ଭୂସ୍ୱର୍ଗ କାଶ୍ମୀରରେ। ଆପଣ ଭାବୁଥିବେ ନିଶ୍ଚିତ ଦବଙ୍ଗଷ୍ଟାର ଛୁଟି କଟାଇବାକୁ ସେଠାକୁ ଯାଇଥିବେ। କିନ୍ତୁ ତାହା ସତ ନୁହେଁ। ସଲ୍ଲୁଙ୍କ ଅପକମିଂ ଫିଲ୍ମି ‘ବଜରଙ୍ଗୀ ଭାଇଜାନ’ର ସୁଟିଂପାଇଁ ସେଠାରେ ଡେରା ପକାଇଛନ୍ତି ସେ ଆଉ ତାଙ୍କ ଟିମ୍। ତାଙ୍କ ସହ ଅଛନ୍ତି ଫେବିକଲଗର୍ଲ କରୀନା କାପୁର।
ତେବେ ସୁଟିଂପାଇଁ ଟିମ୍ ରେଡ୍ଡି ଥିବା ବେଳେ ଏଥିରେ ବାଧା ସାଜିଛି ବର୍ଷା। ଏଥିପାଇଁ ଅଧିକାଂଶ ସମୟ ପୁରାଟିମକୁ ବ୍ୟାକଅପ କରିବାକୁ ପଡୁଛି। ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶକ କବୀର ଖାନ କହିଛନ୍ତିଯେ ଏହି ଚଳଚ୍ଚିତ୍ର କାଶ୍ମୀର ବିଭିନ୍ନ ପ୍ରାକୃତିକ ମନୋରମପୁର୍ଣ୍ଣ ଉପତ୍ୟାକାରେ ସୁଟିଂ କରାଯିବ। ସେଥିମଧ୍ୟରେ ରିହିଛି ପ୍ରସିଦ୍ଧ ଉପାତ୍ୟାକା ଅଞ୍ଚଳ ପାହାଲଗାମ, ଗୁଲମାର୍ଗ ଓ କାଶ୍ମୀର।
ତେବେ ଏହି ଚଳଚ୍ଚିତ୍ରର ୭୦ ଭାଗ ଅଂଶ ଅନ୍ୟ ଅଞ୍ଚଳରେ ସୁଟିଂ ଶେଷ ହୋଇଥିବା ବେଳେ ଫିଲ୍ମିର ଶେଷ ୩୦ ଭାଗ ଏହିଠାରେ ସୁଟିଂ ହେବ। ଏଥିମଧ୍ୟରେ ରହିଛି କିଛି ଗୀତ ଓ ଆକ୍ସନର ଦୃଶ୍ୟ । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।