କ’ଣ ବିବାହ କରିବାକୁ ଯାଉଛନ୍ତି କ୍ୟାଟ୍ରିନା? ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ବମ୍ପର ଓପନିଂ ସହ ୩ ଦିନରେ ୧୦୦ କୋଟିରୁ ଅଧିକା ଆୟ କରିଥିବା ଫିଲ୍ମ କାଟାଗୋରିରେ ସାମମିଲ ହୋଇଛି।    ଏହି ଫିଲ୍ମର ହିରୋଇନ୍‌ କ୍ୟାଟ୍ରିନା କୈଫ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍‌ ଲୁକ୍‌ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି […]

c11

c11

Rosalin Rath
  • Published: Wednesday, 12 June 2019
  • Updated: 12 June 2019, 08:57 AM IST

ମୁମ୍ବାଇ: ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ବମ୍ପର ଓପନିଂ ସହ ୩ ଦିନରେ ୧୦୦ କୋଟିରୁ ଅଧିକା ଆୟ କରିଥିବା ଫିଲ୍ମ କାଟାଗୋରିରେ ସାମମିଲ ହୋଇଛି।    ଏହି ଫିଲ୍ମର ହିରୋଇନ୍‌ କ୍ୟାଟ୍ରିନା କୈଫ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍‌ ଲୁକ୍‌ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

କିନ୍ତୁ ସୋଶାଲ୍‌ ମିଡିଆରେ ବିବାହ ଚର୍ଚ୍ଚା ହେଉଥିବା କଥା ପୁରାପୁରି ମିଛ। ଏହି ଫଟୋଟି ହେଉଛି ଫିଲ୍ମ ‘ଭାରତ’ ସୁଟିଂ ବେଳର। ଏବେ ଏହି ଫଟୋ ସାମ୍ନାକୁ ଆସିଲା ପରେ ଭାଇରାଲ୍‌ ହେବାରେ ଲାଗିଛି। ‘ଭାରତ୍‌’ରେ କ୍ୟାଟ୍ରିନା ସଲ୍‌ମାନ୍‌ଙ୍କ ସହ ବିବାହ କରିବା ପାଇଁ ଖ୍ରୀଷ୍ଟିଆନ୍‌ ସମ୍ପଦାୟର ବ୍ରାଇଡାଲ୍‌ ଲୁକ୍‌ରେ ନିଜକୁ ସଜାଇଛନ୍ତି। ଫଟୋରେ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖା ଯାଉଛନ୍ତି।

https://www.instagram.com/p/BykQkRWhHrm/?utm_source=ig_web_copy_link

ଆପଣ ଆଉ ଗୋଟେ କଥା ଜାଣିଛନ୍ତି କି, କ୍ୟାଟ୍ରିନାଙ୍କର ଏହି ପୋଷାକକୁ ସଲ୍‌ମାନ୍‌ଙ୍କ ବ୍ୟକ୍ତିଗତ ଡିଜାଇନର୍‌ ଡିଜାଇନ୍‌ କରିଛନ୍ତି। ଏହି ଲୁକ୍‌ରେ କ୍ୟାଟ୍ରିନା ମେକ୍‌ଅପ୍‌ ମଧ୍ୟ ବହୁତ କମ୍‌ ନେବାର ଦେଖାଯାଉଛନ୍ତି। କ୍ୟାଟ୍ରିନାଙ୍କ ଲୁକ୍‌ ଫିଲ୍ମର ବେଷ୍ଟ ଲୁକ୍‌ ବୋଲି କୁହାଯାଉଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ଏବେ ପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ରୋଜଗାର କରି ସାରିଛି। ଏହି ଫିଲ୍ମ ପରେ କ୍ୟାଟ୍ରିନା ଅକ୍ଷୟ କୁମାର୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ। ଏହି ଫିଲ୍ମ ୨୦୨୦ ମସିହାରେ ରିଲିଜ୍‌ ହେବ। ରୋହିତ୍‌ ସେଟ୍ଟି ଏବଂ କରନ୍‌ ଜୋହର୍  ଏହି ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story