ଫଟୋ ଉଠାଇବାକୁ କ୍ୟାଟ୍ରିନାଙ୍କୁ ଘେରି ଯାଇଥିଲେ ଫ୍ୟାନ୍‌, ଆଉ ତା ପରେ...

ମୁମ୍ବାଇ: ବଲିଉଡ୍‌ ଅଭିନେତା, ଅଭିନେତ୍ରୀ ତଥା ଅନ୍ୟ ସେଲେବ୍ରିଟିମାନଙ୍କୁ ପାଖରେ ପାଇଲେ ପ୍ରାୟ ସମସ୍ତେ ସେମାନଙ୍କ ସହିତ ଫଟୋ ଉଠାଇବା ପାଇଁ ବା ହାତ ମିଳାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଥରେ ଥରେ ତ ଏକାଧିକ ଲୋକ ସେମାନଙ୍କୁ ଘେରି ଯାଆନ୍ତି। କେହି କେହି ଫ୍ୟାନ୍‌ଙ୍କ ଇଚ୍ଛା ପୂରଣ କରନ୍ତି ତ ଆଉ କେହି କେହି ସେମାନଙ୍କୁ ଏଡ଼ାଇ ଚାଲି ଯାଆନ୍ତି। କେହି କେହି ରାଗି ବି ଯାଆନ୍ତି। କିନ୍ତୁ ଏ କ୍ଷେତ୍ରରେ କ୍ୟାଟ୍ରିନା କୈଫ୍ […]

k4`

k4`

Rosalin Rath
  • Published: Wednesday, 03 July 2019
  • Updated: 03 July 2019, 10:26 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା, ଅଭିନେତ୍ରୀ ତଥା ଅନ୍ୟ ସେଲେବ୍ରିଟିମାନଙ୍କୁ ପାଖରେ ପାଇଲେ ପ୍ରାୟ ସମସ୍ତେ ସେମାନଙ୍କ ସହିତ ଫଟୋ ଉଠାଇବା ପାଇଁ ବା ହାତ ମିଳାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଥରେ ଥରେ ତ ଏକାଧିକ ଲୋକ ସେମାନଙ୍କୁ ଘେରି ଯାଆନ୍ତି। କେହି କେହି ଫ୍ୟାନ୍‌ଙ୍କ ଇଚ୍ଛା ପୂରଣ କରନ୍ତି ତ ଆଉ କେହି କେହି ସେମାନଙ୍କୁ ଏଡ଼ାଇ ଚାଲି ଯାଆନ୍ତି। କେହି କେହି ରାଗି ବି ଯାଆନ୍ତି। କିନ୍ତୁ ଏ କ୍ଷେତ୍ରରେ କ୍ୟାଟ୍ରିନା କୈଫ୍ ପୂରା ଭିନ୍ନ। ସେ ଜାଣନ୍ତି, ଫ୍ୟାନ୍‌ଙ୍କୁ କିଭଳି ହ୍ୟାଣ୍ଡେଲ୍‌ କରିବାକୁ ହୁଏ।

ନିକଟରେ ଏକ ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କୁ ଦେଖିବା ମାତ୍ରେ ଲୋକେ ତାଙ୍କ ସହିତ ସେଲ୍‌ଫି ନେବା ପାଇଁ ଦୌଡ଼ି ଆସିଥିଲେ। କିଛି ଫ୍ୟାନ୍‌ ତ ତାଙ୍କୁ ଘେରି ଯାଇଥିଲେ ଓ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଏମିତି ପରିସ୍ଥିତିରେ ଆଉ କିଏ ହୋଇଥିଲେ ହୁଏତ ଚିଡ଼ି ଯାଇଥା’ନ୍ତେ। କିନ୍ତୁ କ୍ୟାଟ୍ରିନା ଆଦୌ ରାଗି ନଥିଲେ କି ଫ୍ୟାନ୍‌ଙ୍କୁ ଏଡ଼ାଇ ଚାଲି ଯାଇ ନଥିଲେ।

ସେ ଫ୍ୟାନ୍‌ ମାନଙ୍କୁ କହିଥିଲେ, ବ୍ୟସ୍ତ ହୁଅନ୍ତୁନି। ଆରାମ୍‌ରେ ସେଇଠାରୁ ଥାଇ ଫଟୋ ଉଠାନ୍ତୁ। ତା’ପରେ ସେ ନିଜ ମଧ୍ୟ ତରତର ହୋଇ ନପଳାଇ ଫ୍ୟାନ୍‌ମାନେ ଫଟୋ ଉଠାଇ ସାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ସେ ବେଶ୍ ଭଲ ଭାବେ ଫ୍ୟାନ୍‌ମାନଙ୍କୁ ହ୍ୟାଣ୍ଡେଲ୍‌ କରିଥିଲେ। ଜଣେ ବ୍ୟକ୍ତି ଉକ୍ତ ସମୟର ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଶେଆର କରିଛନ୍ତି। ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। କ୍ୟାଟ୍ରିନା ଏମିତି ଶାନ୍ତ ରହି ସ୍ଥିତିକୁ ସମ୍ଭାଳିବା କଥାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଛନ୍ତି।

https://www.instagram.com/p/BzYJhBWAwgn/?utm_source=ig_web_copy_link

ସୂଚନାଯୋଗ୍ୟ, ଗତମାସରେ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ୍‌’ ରିଲିଜ୍ ହୋଇଥିଲା। ତାଙ୍କର ଆଗାମୀ ଫିଲ୍ମର ନାଁ ‘ସୂର୍ଯ୍ୟବଂଶୀ’। ଏହି ଫିଲ୍ମରେ କ୍ୟାଟ୍ରିନା ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ ଶେଆର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story