Advertisment

ଖୁବଶୀଘ୍ର ଆସିବ ‘ଦିଲ୍ଲୀ ବେଲ୍ଲୀ’ର ସିକ୍ୟୁଏଲ

ମୁମ୍ବାଇ: ବି-ଟାଉନକୁ ଆସିବ ଦିଲ୍ଲୀ ବେଲ୍ଲୀର ସିକ୍ୟୁଏଲ। ଏ ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଅଭିନୟ ଦେଓ। ୨୦୧୧ରେ ଫିଲ୍ମକୁ ଆସିଥିବା ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ରାଇଟର ଅଖଶାନ୍ତ ବର୍ମା ଏବେ କିଛି ବ୍ୟକ୍ତିଗତ କାମରେ ବ୍ୟସ୍ତ ଅଛନ୍ତି। ତାଙ୍କ କାର୍ଯ୍ୟ ଶେଷ ହେଲା ପରେ ଏ ନେଇ କାମ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଅଭିନୟ ଦେଓ କହିଛନ୍ତି। ଇମରାନ୍ ଖାନଙ୍କ ଅଭିନୀତ ଏହି ଫିଲ୍ମକୁ ବକ୍ସ ଅଫିସରେ ଭଲ ବ୍ୟବସାୟିକ ସଫଳତା ମିଳିଥିଲା। ଫିଲ୍ମକୁ […]

ଖୁବଶୀଘ୍ର ଆସିବ ‘ଦିଲ୍ଲୀ ବେଲ୍ଲୀ’ର ସିକ୍ୟୁଏଲ

delhi-belly

Advertisment

ମୁମ୍ବାଇ: ବି-ଟାଉନକୁ ଆସିବ ଦିଲ୍ଲୀ ବେଲ୍ଲୀର ସିକ୍ୟୁଏଲ। ଏ ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଅଭିନୟ ଦେଓ। ୨୦୧୧ରେ ଫିଲ୍ମକୁ ଆସିଥିବା ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ରାଇଟର ଅଖଶାନ୍ତ ବର୍ମା ଏବେ କିଛି ବ୍ୟକ୍ତିଗତ କାମରେ ବ୍ୟସ୍ତ ଅଛନ୍ତି। ତାଙ୍କ କାର୍ଯ୍ୟ ଶେଷ ହେଲା ପରେ ଏ ନେଇ କାମ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଅଭିନୟ ଦେଓ କହିଛନ୍ତି।

Advertisment

ଇମରାନ୍ ଖାନଙ୍କ ଅଭିନୀତ ଏହି ଫିଲ୍ମକୁ ବକ୍ସ ଅଫିସରେ ଭଲ ବ୍ୟବସାୟିକ ସଫଳତା ମିଳିଥିଲା। ଫିଲ୍ମକୁ ତାମିଲ ଭାଷାରେ ‘ସେଟ୍ଟାଇ’ ନାମରେ ନିର୍ମାଣ କରାଯାଇଥିଲା। ଏହା ମଧ୍ୟ ଭଲ ବ୍ୟବସାୟିକ ସଫଳତା ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe