/odisha-reporter/media/post_attachments/uploads/2022/04/yali.jpg)
yali
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍ଶୀଘ୍ର ପିଲାଙ୍କ ମନୋରଞ୍ଜନ ପାଇଁ ଆସିଛି 'ୟାଲି'। ଏହି 'ୟାଲି' ପିଲାଙ୍କୁ ମନୋରଞ୍ଜନ କରିବା ସହ ଶିକ୍ଷା ମଧ୍ୟ ଦେବ। ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ଏହି କାର୍ଟୁନ୍ ସିରିଜ୍ ଷ୍ଟ୍ରିମିଂ ହେଉଛି। ଏହା ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ।
Advertisment
ଏହି କାର୍ଟୁନ ସିରିଜ୍ରୁ ପିଲାମାନେ ଅନେକ କିଛି ଶିଖିବାକୁ ପାଇବେ। ଏଥିସହ ତାଙ୍କ ମନୋରଞ୍ଜନ ମଧ୍ୟ ହେବ। କାର୍ଟୁନର ପ୍ରତିଟି ଚରିତ୍ର ପିଲାଙ୍କୁ ଆକର୍ଷିତ କରିବ। ଏହି କାର୍ଟୁନ ଜରିଆରେ ପିଲାମାନେ ନୂଆ ନୂଆ କଥା ମଧ୍ୟ ଶିଖି ପାରିବେ। ଏହି କାର୍ଟୁନ୍ ସରିଜ ଦେଖିବା ପାଇଁ ହେଲେ ଆପଣଙ୍କୁ ତରଙ୍ଗ ପ୍ଲସ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
