Shah Rukh Khan
Advertisment
ମୁମ୍ବାଇ: ବଲିଉଡର ବେତାଜ ବାଦଶାହା ଶାହାରୁଖ ଖାନ୍ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ୫୦ବର୍ଷ ବୟସରରେ ବି ତାଙ୍କ କ୍ରେଜ୍ କମିନାହିଁ। ସର୍କସ ଓ ଫୌଜି ପରି ଟେଲିସିରିଅଲରୁ କରିଅର ଆରମ୍ଭ କରିଥିବା ଶାହାରୁଖ ଏବେ ବଲିଉଡର ବାଦଶାହା।
Advertisment
ଏବେବି ସେ ତାଙ୍କ ଟିପିକାଲ ଅନ୍ଦାଜରେ ଦର୍ଶକଙ୍କୁ ଦିୱାନା କରୁଛନ୍ତି। ଆଗକୁ ଶାହାରୁଖଙ୍କର ଆସୁଛି ରଇସ୍, ଦିଲୱାଲେ ଓ ଫ୍ୟାନ୍। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ ଫିଲ୍ମର ଟ୍ରେଲର ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/shahrukh1.jpg)