କୁକିଜ୍‌ଙ୍କ ଗଣେଶ ପୂଜା ଅନୁଭୂତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଲି ଦୁନିଆର ଜଣାଶୁଣା ଅଭିନେତ୍ରୀ କୁକିଜ୍‌। ଫୁଲ୍‌ ଗଡବଡ ସିରିଏଲ୍‌ରେ ଆପଣ ତାଙ୍କୁ କୁଇନ୍‌ ଭୂମିକାରେ ଅଭିନୟ କରିବାର ଦେଖିଥିବେ ଆଉ ଭଲ ପାଇବା ମଧ୍ୟ ଦେଇଥିବେ। ତେବେ ପରଦା ଉପରେ କୁକିଜ୍‌ ଯେମିତି ଚୁଲ୍‌ବୁଲି ବାସ୍ତବରେ ଜୀବନରେ ମଧ୍ୟ ସେମିତି। ଏଥିସହ ବେଶ୍‌ ଠାକୁର ବିଶ୍ୱାସୀ। ଗଣେଶଜୀଙ୍କୁ ସେ ବହୁତ ବିଶ୍ୱାସ କରନ୍ତି। ଆସନ୍ତାକାଲି ଗଣେଶ ପୂଜାକୁ  କୁକିଜ୍‌ ଧୂମଧାମରେ ପାଳନ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ତାଙ୍କୁ ପଚରା ଯିବାରେ […]

cookies

cookies

Rakesh Mallick
  • Published: Wednesday, 12 September 2018
  • Updated: 12 September 2018, 03:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଲି ଦୁନିଆର ଜଣାଶୁଣା ଅଭିନେତ୍ରୀ କୁକିଜ୍‌। ଫୁଲ୍‌ ଗଡବଡ ସିରିଏଲ୍‌ରେ ଆପଣ ତାଙ୍କୁ କୁଇନ୍‌ ଭୂମିକାରେ ଅଭିନୟ କରିବାର ଦେଖିଥିବେ ଆଉ ଭଲ ପାଇବା ମଧ୍ୟ ଦେଇଥିବେ। ତେବେ ପରଦା ଉପରେ କୁକିଜ୍‌ ଯେମିତି ଚୁଲ୍‌ବୁଲି ବାସ୍ତବରେ ଜୀବନରେ ମଧ୍ୟ ସେମିତି। ଏଥିସହ ବେଶ୍‌ ଠାକୁର ବିଶ୍ୱାସୀ।

cookiesଗଣେଶଜୀଙ୍କୁ ସେ ବହୁତ ବିଶ୍ୱାସ କରନ୍ତି। ଆସନ୍ତାକାଲି ଗଣେଶ ପୂଜାକୁ  କୁକିଜ୍‌ ଧୂମଧାମରେ ପାଳନ କରିବାକୁ ଯୋଜନା କରିଛନ୍ତି।

ଏ ସମ୍ପର୍କରେ ତାଙ୍କୁ ପଚରା ଯିବାରେ ସେ କହିଛନ୍ତି, "ଗଣେଶ ପୂଜାର ମାସେ ପୂର୍ବରୁ ମୁଁ ବେଶ୍‌ ଉଲ୍ଲୀସିତ ଥାଏ। ପୂଜା ଦିନ କେମିତି ନୂଆ ଡ୍ରେସ୍‌ ପିନ୍ଧିବାକୁ ବ୍ୟଗ୍ର ଥାଏ। ଅନ୍ୟ ଦିନରେ ନୂଆ ଡ୍ରେସ୍‌ ପିନ୍ଧିବା ଓ ଗଣେଶ ପୂଜାରେ ପିନ୍ଧିବା ମଧ୍ୟରେ ବେଶ ଫରକ୍‌ ରହିଛି।”

ରେଭେନ୍ସାରେ ପଢ଼ିବା ସମୟରେ କୁକିଜ୍‌ ବିଭିନ୍ନ ବିଭାଗକୁ ଯାଇ ସେଠାରେ ପୂଜା ପାଉଥିବା ଗଣେଶଜୀଙ୍କୁ ଦେଖିଥାନ୍ତି ବୋଲି ସେ କହିଛନ୍ତି। ଏଥିସହ ଗଣେଶ ପୂଜା ଦିନ କିଛି ଦାନ କରିଥାଏ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story