Advertisment

ତେଲୁଗୁ ଫିଲ୍ମରେ କୋରାପୁଟ ଝିଅ

ତେଲୁଗୁ ଫିଲ୍ମରେ କମାଲ ଦେଖାଇଲେ ଓଡ଼ିଆ ଝିଅ ସୁମନ ଖିଲ। କୋରାପୁଟର ଆଦିବାସୀ ଝିଅ ସୁମନଙ୍କୁ ନେଇ ସବୁଠି ଚର୍ଚ୍ଚା। ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି।

Advertisment

ତେଲୁଗୁ ଫିଲ୍ମରେ କମାଲ ଦେଖାଇଲେ ଓଡ଼ିଆ ଝିଅ ସୁମନ ଖିଲ। କୋରାପୁଟର ଆଦିବାସୀ ଝିଅ ସୁମନଙ୍କୁ ନେଇ ସବୁଠି ଚର୍ଚ୍ଚା। ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି। ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସେମିଳିଗୁଡା ସହର ତଳ ସାହିରେ ରହୁଥିବା ସୁମନ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ।

Advertisment
Tollywood Actress Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe