ବିବାଦରେ ରାଣୀଙ୍କ ଫିଲ୍ମ ‘ମର୍ଦାନୀ-୨’

  ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ-୨’ର ଟ୍ରେଲର ରିଲିଜ୍ ହେଉ ହେଉ ବିବାଦ ଆରମ୍ଭ ହୋଇଗଲାଣି। ଆଉ ଏହି ବିବାଦ ଧୀରେ ଧୀରେ ଘନେଇବାକୁ ଲାଗିଲାଣି। ଫିଲ୍ମକୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଇଛି। ଫିଲ୍ମରେ କୋଟାର ନାଁ ବଦନାମ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ରାଜସ୍ଥାନର କୋଟା ସହର ଉପରେ ତିଆରି ହୋଇଛି। ଏହି ସହରକୁ ଦେଶର କୋଣ ଅନୁକୋଣରୁ ଇଞ୍ଜିନିୟରିଂ କୋଚିଂ ନେବାକୁ ଆସୁଥିବା […]

rani

rani

Chinmayee Roy
  • Published: Sunday, 17 November 2019
  • Updated: 17 November 2019, 09:51 AM IST

Sports

Latest News

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ-୨’ର ଟ୍ରେଲର ରିଲିଜ୍ ହେଉ ହେଉ ବିବାଦ ଆରମ୍ଭ ହୋଇଗଲାଣି। ଆଉ ଏହି ବିବାଦ ଧୀରେ ଧୀରେ ଘନେଇବାକୁ ଲାଗିଲାଣି। ଫିଲ୍ମକୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଇଛି। ଫିଲ୍ମରେ କୋଟାର ନାଁ ବଦନାମ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ରାଜସ୍ଥାନର କୋଟା ସହର ଉପରେ ତିଆରି ହୋଇଛି। ଏହି ସହରକୁ ଦେଶର କୋଣ ଅନୁକୋଣରୁ ଇଞ୍ଜିନିୟରିଂ କୋଚିଂ ନେବାକୁ ଆସୁଥିବା ଝିଅମାନଙ୍କ ସହ କିଛି ଏମିତି ଘଟୁଛି, ଯାହା ସାରା ଦେଶକୁ ଦୋହଲାଇ ଦେଇଛି। ଏଠି ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରାଯାଉଛି। ତେବେ ପୁଲିସ୍‌ କିପରି ଏହି ଦୁର୍ବୃତକୁ ଧରୁଛନ୍ତି, ତାହାହିଁ ଫିଲ୍ମର କାହାଣୀ ରହିଛି।

https://www.instagram.com/p/B42AOP-FlnS/?utm_source=ig_web_copy_link

କୋଟାର କିଛି ବ୍ୟକ୍ତି ଓ ସଂଗଠନ ଏହାକୁ ବିରୋଧ କରିଛନ୍ତି।   ଏନେଇ ସେମାନେ କୋଟାର ସାଂସଦ ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତିା ସେମାନେ ଫିଲ୍ମରୁ କୋଟା ସହରର ନାଁ ହଟାଇବାକୁ ଦାବି କରିଛନ୍ତିା

ଏ ନେଇ ବାଚସ୍ପତି କହିଛନ୍ତି, ‘ମୁଁ ଏ ନେଇ କଥା ହେବି। ସିନେମା ଜରିଆରେ ଏକ ସହରର ଛବିକୁ ମଳିନ କରିବା ଉଚିତ୍ ନୁହେଁ। ଯେଉଁ ଘଟଣା ଉପରେ ଏହି ଫିଲ୍ମ ତିଆରି ହୋଇଛି, ତାହା କାଳ୍ପନିକ। ତେଣୁ କୌଣସି କାଳ୍ପନିକ କାହାଣୀ ପାଇଁ ଏକ ସହରର ଛବିକୁ ବଦନାମ କରିବା ଆଦୌ ଠିକ୍‌ ନୁହେଁ।’

ସୂଚନାଯୋଗ୍ୟ, ‘ମର୍ଦାନୀ-୨’ ୨୦୧୪ରେ ଆସିଥିବା ରାଣୀଙ୍କ ଫିଲ୍ମ ‘ମର୍ଦାନୀ’ର ସିକ୍ୱେଲ୍। ଏଥିରେ  ରାଣୀ ଆଇପିଏସ୍ ଅଫିସର୍ ଶିବାନୀ ଶିବାଜି ରାୟଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୟଶରାଜ୍‌ ବ୍ୟାନର୍‌ରେ ତିଆରି ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଗୋପି ପୁଥ୍‌ରନ୍ ଦେଇଛନ୍ତି। ଫିଲ୍ମଟି ଡିସେମ୍ବର ୧୩ରେ ପରଦାକୁ ଆସିବ।

https://youtu.be/dKeRIOA28Jk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story