Advertisment

୧୪ରୁ ଅଧିକ ହଲ୍‌ରେ ରିଲିଜ୍ ହେଲା ଫିଲ୍ମ ‘କ୍ରାନ୍ତିଧାରା’

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘କ୍ରାନ୍ତିଧାରା’। ସାରା ଓଡ଼ିଶାରେ ୧୪ରୁ ଅଧିକ ସିନେମା ହଲ୍‌ରେ ଏକ ସଙ୍ଗେ ଏହି ଫିଲ୍ମ ରିଲିଜ୍ ହୋଇଛି। ଏହାର  ନିର୍ଦ୍ଦେଶନା ହିମାଂଶୁ ଖଟୁଆ ଦେଇଥିବା ବେଳେ କାହାଣୀ ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଇତି ସାମନ୍ତ। ଅଭିନେତା ସମରେଶ ଓ ଅଭିନେତ୍ରୀ ଗାର୍ଗୀ ମହାନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି। ଅଭିନେତା ଦେବାଶିଷଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହି ଫିଲ୍ମ କାଦମ୍ୱିନୀ ମିଡିଆର ଦ୍ୱିତୀୟ ଅବଦାନ।

author-image
Rakesh Mallick
ଅଦ୍ୟତନ ହୋଇଛି
୧୪ରୁ ଅଧିକ ହଲ୍‌ରେ ରିଲିଜ୍ ହେଲା ଫିଲ୍ମ ‘କ୍ରାନ୍ତିଧାରା’

krantidhara

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘କ୍ରାନ୍ତିଧାରା’। ସାରା ଓଡ଼ିଶାରେ ୧୪ରୁ ଅଧିକ ସିନେମା ହଲ୍‌ରେ ଏକ ସଙ୍ଗେ ଏହି ଫିଲ୍ମ ରିଲିଜ୍ ହୋଇଛି। ଏହାର  ନିର୍ଦ୍ଦେଶନା ହିମାଂଶୁ ଖଟୁଆ ଦେଇଥିବା ବେଳେ କାହାଣୀ ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଇତି ସାମନ୍ତ।

Advertisment

ଅଭିନେତା ସମରେଶ ଓ ଅଭିନେତ୍ରୀ ଗାର୍ଗୀ ମହାନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି। ଅଭିନେତା ଦେବାଶିଷଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହି ଫିଲ୍ମ କାଦମ୍ୱିନୀ ମିଡିଆର ଦ୍ୱିତୀୟ ଅବଦାନ।