Advertisment

କ୍ୟାଟ୍ରିନାଙ୍କୁ କୈଫ ବଦଳରେ କପୁର କହିଲେ କ୍ରିସ୍ ମାର୍ଟିନ

ମୁମ୍ବାଇ: ଗ୍ଲୋବାଲ ସିଟିଜେନ ଫେଷ୍ଟିବାଲରେ ଯୋଗ ଦେବାକୁ ଆସିଥିବା ବ୍ରିଟିସ ରକ ବ୍ୟାଣ୍ଡ ‘କୋଲ୍ଡପ୍ଲେ’ର ଗାୟକ କ୍ରିସ୍ ମାର୍ଟିନ କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ ପରିବର୍ତ୍ତେ ଭୁଲରେ କ୍ୟାଟ୍ରିନା କାପୁର କହି ଦେଇଥିଲେ। ଏହାଶୁଣି ସେଠାରେ ଉପସ୍ଥିତ ଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଯାଇ କିଛି କହିପାରି ନ ଥିଲେ। ମାର୍ଟିନ ତାଙ୍କ କାର୍ଯ୍ୟକ୍ରମରେ ଭାରତରେ ହେବାକୁ ଥିବା ଏକ ଶୋ’ ବିଷୟରେ ସୂଚନା ଦେଉଥିଲେ। ମାର୍ଟିନଙ୍କ ଶୋ’ ଭାରତରେ ୧୯ ନଭେମ୍ବରରେ ହେବ। ଶୋ’ରେ ସାମିଲ […]

ଅଦ୍ୟତନ ହୋଇଛି
କ୍ୟାଟ୍ରିନାଙ୍କୁ କୈଫ ବଦଳରେ କପୁର କହିଲେ କ୍ରିସ୍ ମାର୍ଟିନ

kartina

Advertisment

ମୁମ୍ବାଇ: ଗ୍ଲୋବାଲ ସିଟିଜେନ ଫେଷ୍ଟିବାଲରେ ଯୋଗ ଦେବାକୁ ଆସିଥିବା ବ୍ରିଟିସ ରକ ବ୍ୟାଣ୍ଡ ‘କୋଲ୍ଡପ୍ଲେ’ର ଗାୟକ କ୍ରିସ୍ ମାର୍ଟିନ କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ ପରିବର୍ତ୍ତେ ଭୁଲରେ କ୍ୟାଟ୍ରିନା କାପୁର କହି ଦେଇଥିଲେ। ଏହାଶୁଣି ସେଠାରେ ଉପସ୍ଥିତ ଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଆଶ୍ଚର୍ଯ୍ୟ ହୋଇଯାଇ କିଛି କହିପାରି ନ ଥିଲେ।

Advertisment

ମାର୍ଟିନ ତାଙ୍କ କାର୍ଯ୍ୟକ୍ରମରେ ଭାରତରେ ହେବାକୁ ଥିବା ଏକ ଶୋ’ ବିଷୟରେ ସୂଚନା ଦେଉଥିଲେ। ମାର୍ଟିନଙ୍କ ଶୋ’ ଭାରତରେ ୧୯ ନଭେମ୍ବରରେ ହେବ। ଶୋ’ରେ ସାମିଲ ହେବାକୁ ଥିବା ସେଲିବ୍ରିଟିଙ୍କ ସଂପର୍କରେ ସୂଚନା ଦେବାକୁ ଯାଇ ମାର୍ଟିନ କୈଫ ପରିବର୍ତ୍ତେ କପୁର କହି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe