ମୁମ୍ବାଇ: ଜାମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ସେଠାରେ ଶୋ’ କରିବାକୁ ମନା କରି ଦେଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ।
ସେହିପରି କମେଡିଆନ ରାଜୁ ଶ୍ରୀବାସ୍ତବ ମଧ୍ୟ ଆସନ୍ତା ଡିସେମ୍ବର ୨୫ ତାରିଖରେ ପାକିସ୍ତାନର କରାଚିରେ ହେବାକୁ ଥିବା ଶୋ’ କରିବାକୁ ମନା କରି ଦେଇଛନ୍ତି।
ରାଜୁ ଶ୍ରୀବାସ୍ତବ କହିଛନ୍ତି,“ଆମେ ମାନେ କଳାକାର। ଆମେ ମାନେ ବନ୍ଧୁକ ନେଇ ଯାଇପାରିବୁ ନାହିଁ। କିନ୍ତୁ ସହିଦ ହୋଇଥିବା ଯବାନଙ୍କୁ ସମର୍ଥନ ଜଣାଇଏତିକି ତ କରିପାରିବୁ।”
ସେ ଆହୁରି କହିଛନ୍ତି,“ପାକିସ୍ତାନରେ କମେଡି ଶୋ’ କରିବାକୁ ମୋତେ ଡକାଯାଇଥିଲା। କିନ୍ତୁ ମୁଁ ଶୋ’ କରିବାକୁ ମନା କରି ଦେଇଛି। ଭାରତ ସୀମାରେ ଆତଙ୍କବାଦୀଙ୍କ ସହିତ ଆମ ଯବାନମାନେ ଯୁଦ୍ଧ କରି ସହିଦ ହେଉଛନ୍ତି। ଯେଉଁ ଦେଶ ଆମ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି ସେହି ଦେଶର ଲୋକଙ୍କୁ ମୁଁ କିପରି ଯାଇ ହସାଇବି?”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।