ବାହା ହେବେ ପୂଜା

ମୁମ୍ବାଇ: ଟେଲିଭିଜ୍‌ ଇଣ୍ଡଷ୍ଟ୍ରିରେ ଏବେ ଚାଲିଛି ବାହାଘରର ସିଜିନ୍‌। କିଛି ଦିନ ତଳେ କାମ୍ୟା ପଞ୍ଜାବୀଙ୍କର ବାହାଘର ହୋଇଥିଲା। ତାଙ୍କ ପରେ ଏବେ ଅଭିନେତ୍ରୀ ପୂଜା ବାନାର୍ଜୀ ବାହା ହେବାକୁ ଯାଉଛନ୍ତି। ନଅ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ପୂଜା ନିଜ କୋ-ଷ୍ଟାର କୃନାଲ୍‌ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ସେ ନିଜେ ସୋଶାଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। https://www.instagram.com/p/B9drw3Kg36M/?utm_source=ig_web_copy_link ପୂଜା ନିଜ୍‌ ଇନ୍‌ଷ୍ଟାଗ୍ରାମ୍‌ରେ କୃନାଲଙ୍କ ସହ ଏକ ସୁନ୍ଦର ଫଟୋ […]

pooja

pooja

Chinmayee Roy
  • Published: Monday, 09 March 2020
  • Updated: 09 March 2020, 05:59 PM IST

Sports

Latest News

ମୁମ୍ବାଇ: ଟେଲିଭିଜ୍‌ ଇଣ୍ଡଷ୍ଟ୍ରିରେ ଏବେ ଚାଲିଛି ବାହାଘରର ସିଜିନ୍‌। କିଛି ଦିନ ତଳେ କାମ୍ୟା ପଞ୍ଜାବୀଙ୍କର ବାହାଘର ହୋଇଥିଲା। ତାଙ୍କ ପରେ ଏବେ ଅଭିନେତ୍ରୀ ପୂଜା ବାନାର୍ଜୀ ବାହା ହେବାକୁ ଯାଉଛନ୍ତି। ନଅ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ପୂଜା ନିଜ କୋ-ଷ୍ଟାର କୃନାଲ୍‌ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ସେ ନିଜେ ସୋଶାଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

https://www.instagram.com/p/B9drw3Kg36M/?utm_source=ig_web_copy_link

ପୂଜା ନିଜ୍‌ ଇନ୍‌ଷ୍ଟାଗ୍ରାମ୍‌ରେ କୃନାଲଙ୍କ ସହ ଏକ ସୁନ୍ଦର ଫଟୋ ଶେଆର୍‌ କରି ଜଣାଇଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ବାହା ହେବାକୁ ଯାଉଛନ୍ତି। ସେ ଲେଖିଛନ୍ତି, ‘କୃଣାଲ ବର୍ମା ତୁମେ ମୋତେ ପୂରା କରିଦେଲ। ଆଗରୁ ମୁଁ ଜଣେ ଝିଅ, ଜଣେ ଭଉଣୀ, ଜଣେ ଗର୍ଲଫ୍ରେଣ୍ଡ ଥିଲି ଆଉ ଏବେ ଜଣେ ପତ୍ନୀ ହେବାକୁ ଯାଉଛି। ଫାଇନାଲି ଆମେ ବାହା ହେଉଛୁ। ଆପଣ ସମସ୍ତଙ୍କ ଶୁଭକାମନାର ଆବଶ୍ୟକ।’

https://www.instagram.com/p/B4J79g3AQCM/?utm_source=ig_web_copy_link

କୃଣାଲ୍ ଓ ପୂଜା ୯ ବର୍ଷ ହେଲାଣି ରିଲେସନ୍‌ଶିପ୍‌ରେ ଅଛନ୍ତି। ଦୁହିଁଙ୍କର ପ୍ରଥମ ଦେଖା ଏକ ସିରିଏଲ୍‌ ‘ତୁଝ୍‌ ସଙ୍ଗ ପ୍ରୀତ ଲଗାଇ ସଜନା’ ସିରିଏଲ୍‌ର ଶୁଟିଂ ସେଟ୍‌ରେ ହୋଇଥିଲା। ସେବେଠୁ ଏମାନେ ଏକାଠି ଅଛନ୍ତି। ଏହି ସିରିଏଲ୍‌ରେ ଦୁହେଁ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ୨୦୧୭ରେ, ଦୁହେଁ ବଡ଼ ଧୂମ୍‌ଧାମ୍‌ରେ ନିର୍ବନ୍ଧ କରିଥିଲେ। ତେବେ ଏହାର ଲମ୍ବା ବ୍ୟଧାନ ପରେ ଏବେ ପୂଜା ବିବାହ ଘୋଷଣା କରିଛନ୍ତି। ହେଲେ ଏଯାଏଁ ବିବାହ ତାରିଖ ଘୋଷଣା କରିନାହାଁନ୍ତି।

https://www.instagram.com/p/BjlFNzDHI7j/?utm_source=ig_web_copy_link

ପୂଜା ଏବଂ କୁନାଲଙ୍କୁ 'ତୁଝ୍‌ ସାଙ୍ଗ ପ୍ରୀତ ଲଗାଇ ସଜନା'ରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ଅନେକ ସିରିଏଲ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ସିଦ୍ଧାର୍ଥ ଶୁକ୍ଲା ଏବଂ ରଶ୍ମୀ ଦେଶାଇଙ୍କ ସହ ଲୋକପ୍ରିୟ ଟିଭି ସିରିଏଲ୍ 'ଦିଲ୍ ସେ ଦିଲ୍ ତକ୍'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ପୂଜା ମଧ୍ୟ ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ତେବେ ବର୍ତ୍ତମାନ କୃଣାଲ୍‌ ଓ ପୂଜା ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story