Advertisment

ଆମୀର୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଆଉ ଏବେ ଏହି ଫିଲ୍ମରେ ଆମୀରଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି। ତାଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। https://www.instagram.com/p/B4sTpaIlfab/?utm_source=ig_web_copy_link ଭାଇରାଲ୍‌ ଫଟୋରେ ଆମୀର୍‌ ପଞ୍ଜାବୀ ସର୍ଦ୍ଦାର ଲୁକ୍‌ରେ ନଜର ଆସିଛନ୍ତି। ମୁଣ୍ଡରେ ପଗଡ଼ି ପିନ୍ଧି ଓ ଲମ୍ବା ଦାଢ଼ି ରଖି ସେ ଜବରଦସ୍ତ ଲାଗୁଛନ୍ତି। କିଛିଦିନ ପୂର୍ବରୁ ଶୁଟିଂ ସେଟ୍‌ରୁ ଫିଲ୍ମର ଲିଡ୍‌ ହିରୋଇନ୍‌ କରୀନାଙ୍କ ଲୁକ୍‌ର […]

ଅଦ୍ୟତନ ହୋଇଛି
ଆମୀର୍‌ଙ୍କ ଫଟୋ ଭାଇରାଲ୍‌

lal-singh

Advertisment

ମୁମ୍ବାଇ: ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଆଉ ଏବେ ଏହି ଫିଲ୍ମରେ ଆମୀରଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି। ତାଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

https://www.instagram.com/p/B4sTpaIlfab/?utm_source=ig_web_copy_link

ଭାଇରାଲ୍‌ ଫଟୋରେ ଆମୀର୍‌ ପଞ୍ଜାବୀ ସର୍ଦ୍ଦାର ଲୁକ୍‌ରେ ନଜର ଆସିଛନ୍ତି। ମୁଣ୍ଡରେ ପଗଡ଼ି ପିନ୍ଧି ଓ ଲମ୍ବା ଦାଢ଼ି ରଖି ସେ ଜବରଦସ୍ତ ଲାଗୁଛନ୍ତି। କିଛିଦିନ ପୂର୍ବରୁ ଶୁଟିଂ ସେଟ୍‌ରୁ ଫିଲ୍ମର ଲିଡ୍‌ ହିରୋଇନ୍‌ କରୀନାଙ୍କ ଲୁକ୍‌ର ଫଟୋ ଭାଇରାଲ୍‌ ହୋଇଥିଲା। ଏଥିରେ ସେ ବହୁତ ସିମ୍ପଲ୍‌ ଦେଖାଯାଉଥିଲେ।

https://www.instagram.com/p/B4rb-mWl9ze/?utm_source=ig_web_copy_link

‘ଲାଲ୍ ସିଂ ଚଢ଼ା’ ୧୯୯୪ରେ ଆସିଥିବା ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍। ଆସନ୍ତା ବର୍ଷ ଡିସେମ୍ବର ୨୫ରେ ରିଲିଜ୍ ହେବ।

Advertisment

ସୂଚନାଯୋଗ୍ୟ, ଆମୀର୍‌ଙ୍କ ଏହି ଅପ୍‌କମିଂ ଫିଲ୍ମରେ ପ୍ରଥମ ଥର ପାଇଁ ତିନି ଖାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ତିନି ଖାନ୍‌ଙ୍କୁ ପରଦାରେ ଏକାଠି ଆଣିବା କୌଣସି ପ୍ରଯୋଜକଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥିବାବେଳେ ଆମୀର ନିଜେ ସଲମାନ୍‌ ଓ ଶାହାରୁଖଙ୍କୁ ଏଥିରେ ସାମିଲ କରିବାକୁ ପ୍ରୟାସ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe