ପ୍ରେସର ପଛରେ କାହାର ମାଇଣ୍ଡ ଗେମ୍ ?

ଗତକାଲି ଅଭିନେତା ଅରିନ୍ଦମ ରାୟ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ।

Manoj Swain
  • Published: Monday, 30 October 2023
  • Updated: 30 October 2023, 11:12 AM IST

Sports

Latest News

ଗତକାଲି ଅଭିନେତା ଅରିନ୍ଦମ ରାୟ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ। ଯଦି ସବୁ କିଛି ଠିକ୍ ଠାକ୍ ଥିଲା । ତେବେ କାହିଁକି ସ୍ଥିତି ବିଗିଡିଲା । ଯେତେବେଳେ ଓଡ଼ିଆ ଦର୍ଶକ ପକେଟରୁ ଟଙ୍କା କାଢି ହଲ ଆଡକୁ ମୁହାଁଉଥିଲେ । ସେତେବେଳେ ଓଲିଉଡରେ ଏ କଙ୍ଗାରୁ କୋର୍ଟ କିଏ ବସାଇଲା ? ତେବେ ଅରିନ୍ଦମଙ୍କ ପ୍ରେସମିଟ ପଛରେ କାହାର ରହିଛି ମାଇଣ୍ଡଗେମ୍ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos