ପ୍ରେସର ପଛରେ କାହାର ମାଇଣ୍ଡ ଗେମ୍ ? | Odisha Reporter
Advertisment
ଗତକାଲି ଅଭିନେତା ଅରିନ୍ଦମ ରାୟ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ। ଯଦି ସବୁ କିଛି ଠିକ୍ ଠାକ୍ ଥିଲା । ତେବେ କାହିଁକି ସ୍ଥିତି ବିଗିଡିଲା । ଯେତେବେଳେ ଓଡ଼ିଆ ଦର୍ଶକ ପକେଟରୁ ଟଙ୍କା କାଢି ହଲ ଆଡକୁ ମୁହାଁଉଥିଲେ । ସେତେବେଳେ ଓଲିଉଡରେ ଏ କଙ୍ଗାରୁ କୋର୍ଟ କିଏ ବସାଇଲା ? ତେବେ ଅରିନ୍ଦମଙ୍କ ପ୍ରେସମିଟ ପଛରେ କାହାର ରହିଛି ମାଇଣ୍ଡଗେମ୍ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us