ଅଦ୍ୟତନ ହୋଇଛି
amir
Advertisment
ମୁମ୍ୱାଇ: ଅଭିନେତା ଅମୀର ଖାଁ ଫିଲ୍ମ ‘ଲଗାନ୍’ର ସିକ୍ୱେଲରେ ରିପିଟ୍ ହେବ ବୋଲି ଶୁଣାଯାଉଥିଲା। ହେଲେ ଏହା ଏକ ମିଥ୍ୟା ପ୍ରଚାର ବୋଲି ଜଣାପଡିଛି । ଲଗାନ୍ ସିକ୍ୱେଲରେ ଅମରଙ୍କୁ ଦେଖିବାକୁ ମିଳିବ ନାହିଁ ।
ଆଶୁତୋଷ ଗୋୱାରିକର ଲଗାନ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହାର ଦ୍ୱିତୀୟ ସଂସ୍କରଣରେ ଅମୀର କାମ କରୁଥିବା କୁହାଯାଉଥିଲା। ଫିଲ୍ମ ‘ଲଗାନ୍’ ୨୦୦୧ରେ ରିଲିଜ ହୋଇଥିଲା। ତେବେ ଅମୀରଙ୍କ ଲାଟେଷ୍ଟ ଫିଲ୍ମ ‘ଦଙ୍ଗଲ୍’ ଅଳ୍ପଦିନ ମଧ୍ୟରେ ପରଦାକୁ ଆସିବ। ଏଥିରେ ଅମୀର ପହଲୱାନ ମହାବୀର ସିଂ ଫଗେଟଙ୍କ ଭୂମିକାରେ ଆସୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/801191115.jpg)