ଶ୍ରୀଦେବୀଙ୍କ ବିଷୟରେ ଏମିତି କହିଲେ ମାଧୁରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ପ୍ରଫେସନାଲ୍‌ ଲାଇଫ୍‌ରେ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏବେ ସେ ନିଜର ଆଗାମୀ ସିନେମା ‘ଟୋଟାଲ ଧମାଲ୍’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ସିନେମାରେ ମାଧୁରୀ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ସେ ଚରିତ୍ର ପ୍ରଥମେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମିଳିଥିଲା। କିନ୍ତୁ ଗତବର୍ଷ ଫେବୃଆରୀ ମାସରେ ତାଙ୍କର ଆକସ୍ମିକ ଦେହାନ୍ତ ହେବାପରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଚରିତ୍ରରେ ଅଭିନୟ କରିବାକୁ ମାଧୁରୀ ଦୀକ୍ଷିତଙ୍କୁ […]

madhhri

madhhri

Sangita Sahoo
  • Published: Monday, 11 February 2019
  • Updated: 11 February 2019, 12:32 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ପ୍ରଫେସନାଲ୍‌ ଲାଇଫ୍‌ରେ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏବେ ସେ ନିଜର ଆଗାମୀ ସିନେମା ‘ଟୋଟାଲ ଧମାଲ୍’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ସିନେମାରେ ମାଧୁରୀ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ସେ ଚରିତ୍ର ପ୍ରଥମେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମିଳିଥିଲା। କିନ୍ତୁ ଗତବର୍ଷ ଫେବୃଆରୀ ମାସରେ ତାଙ୍କର ଆକସ୍ମିକ ଦେହାନ୍ତ ହେବାପରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଚରିତ୍ରରେ ଅଭିନୟ କରିବାକୁ ମାଧୁରୀ ଦୀକ୍ଷିତଙ୍କୁ ଅଫର୍ କରିଥିଲେ।
ଏ ସମ୍ପର୍କରେ ମାଧୁରୀ କହିଛନ୍ତି ଯେ, ‘ଏଭଳି ନିଷ୍ପତ୍ତି ନେବା ମୋ ପକ୍ଷେ କଷ୍ଟକର ଥିଲା। ଜଣେ ମଣିଷ ଭାବେ ମୋ’ ପାଇଁ ନିଶ୍ଚିତ ଦ୍ୱିଧା ଭାବ ସୃଷ୍ଟି କରିଥିଲା, ମାତ୍ର କଳାକାର ଭାବେ ମୋ ହାତରେ ଥିଲା ସ୍କ୍ରିପ୍ଟ। ଆଉ ମୁଁ ଜଣେ ଅଭିନେତ୍ରୀ। ଅଭିନୟ ବି ଜାଣିଛି। ସ୍କ୍ରିପ୍ଟ୍ ପଢିବା ପରେ ମୁଁ ବାଧ୍ୟ ହୋଇଥିଲି ଏହି ଫିଲ୍ମ କରିବାକୁ। କିନ୍ତୁ ଏସବୁ କରିବା ଏହାକୁ ଗ୍ରହଣ କରିବା ମୋ ପକ୍ଷେ ଖୁବ୍‌ କଷ୍ଟକର ଥିଲା।’’ ଶ୍ରୀଦେବୀ ଓ ତାଙ୍କ ମଧ୍ୟରେ କୌଣସି ତୁଳନା ନାହିଁ ବୋଲି ମଧ୍ୟ କହିଛନ୍ତି ମାଧୁରୀ ଦୀକ୍ଷିତ।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଏକ ମଲ୍ଟିଷ୍ଟାର୍ର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍, ଅରସଦ୍ ଓ୍ଵାରସୀ, ରିତେଶ ଦେଶମୁଖ୍, ଜନି ଲିଭର୍, ମାଧୁରୀ ଦୀକ୍ଷିତ, ବୋମନ୍ ଇରାନୀ ଓ ସଂଜୟ ମିଶ୍ରା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଫେବୃଆରୀ୨୨ ତାରିଖରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story