Advertisment

ସୁଟିଂ ସେଟରେ ମହାଶ୍ୱେତା ଆହତ

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ତୃତୀୟ ଅବଦାନ ‘ଜଗା ହାତରେ ପଘା’ ଫିଲ୍ମର ସୁଟିଂ ବେଳେ ଆହତ ହୋଇଛନ୍ତି ମହାଶ୍ୱେତା। କଟକ ମୁଣ୍ଡଳୀ ବ୍ରିଜ୍ ନିକଟରେ ଏକ ସିନର ସୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି। ଆହତ ହେବା ସତ୍ତ୍ୱେ ସେ ଏକ ଗୀତର ସୁଟିଂ ଶେଷ କରିଥିଲେ। ସୁଟିଂସେଟରେ ଅଜିତ ଦାସ, ସୁପରଷ୍ଟାର୍ ଅନୁଭବ ଓ ମୀନକେତନ ପ୍ରମୁଖ ଉପସ୍ଥିତ ଥିଲେ। ‘ଜଗା ହାତରେ ପଘା’ ଦଶହରାରେ ବଡ଼ପରଦାକୁ ଆସିବ।

ଅଦ୍ୟତନ ହୋଇଛି
ସୁଟିଂ ସେଟରେ ମହାଶ୍ୱେତା ଆହତ

jaghatarepagha

Advertisment

jaghatarepaghaଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ତୃତୀୟ ଅବଦାନ ‘ଜଗା ହାତରେ ପଘା’ ଫିଲ୍ମର ସୁଟିଂ ବେଳେ ଆହତ ହୋଇଛନ୍ତି ମହାଶ୍ୱେତା। କଟକ ମୁଣ୍ଡଳୀ ବ୍ରିଜ୍ ନିକଟରେ ଏକ ସିନର ସୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି। ଆହତ ହେବା ସତ୍ତ୍ୱେ ସେ ଏକ ଗୀତର ସୁଟିଂ ଶେଷ କରିଥିଲେ। ସୁଟିଂସେଟରେ ଅଜିତ ଦାସ, ସୁପରଷ୍ଟାର୍ ଅନୁଭବ ଓ ମୀନକେତନ ପ୍ରମୁଖ ଉପସ୍ଥିତ ଥିଲେ। ‘ଜଗା ହାତରେ ପଘା’ ଦଶହରାରେ ବଡ଼ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe