Advertisment

ନ୍ୟୁଡ୍‌ ସେଟ୍‌ ଆଉଟ୍‌ଫିଟ୍‌ରେ ମଲାଇକା

ମୁମ୍ୱାଇ : ବଲିଉଡ୍‌ର ଗ୍ଲାମରସ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ସୋଶାଲ ମିଡିଆରେ ତାଙ୍କର ସମସ୍ତ ଲୁକ୍‌ ଭାଇରାଲ୍‌ ହୋଇଥାଏ। ବର୍ତ୍ତମାନ ଜିମ୍‌ ଲୁକ୍‌ରେ ମଲାଇକାଙ୍କର ଗୋଟିଏ ହଟ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁ ଫଟୋକୁ ମଲାଇକା ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି। ଏହି ଫଟୋରେ ମଲାଇକା ନ୍ୟୁଡ୍‌ ଶେଟ୍‌ ଆଉଟଫିଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିବା ପରେ ସୋଶାଲ ମିଡିଆରେ ଫ୍ୟାନ୍ସ ମଲାଇକାଙ୍କ […]

ଅଦ୍ୟତନ ହୋଇଛି
ନ୍ୟୁଡ୍‌ ସେଟ୍‌ ଆଉଟ୍‌ଫିଟ୍‌ରେ ମଲାଇକା

malaika22

Advertisment

ମୁମ୍ୱାଇ : ବଲିଉଡ୍‌ର ଗ୍ଲାମରସ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ସୋଶାଲ ମିଡିଆରେ ତାଙ୍କର ସମସ୍ତ ଲୁକ୍‌ ଭାଇରାଲ୍‌ ହୋଇଥାଏ। ବର୍ତ୍ତମାନ ଜିମ୍‌ ଲୁକ୍‌ରେ ମଲାଇକାଙ୍କର ଗୋଟିଏ ହଟ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁ ଫଟୋକୁ ମଲାଇକା ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି।

Advertisment

ଏହି ଫଟୋରେ ମଲାଇକା ନ୍ୟୁଡ୍‌ ଶେଟ୍‌ ଆଉଟଫିଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିବା ପରେ ସୋଶାଲ ମିଡିଆରେ ଫ୍ୟାନ୍ସ ମଲାଇକାଙ୍କ ଫିଜିକ୍ସକୁ ନେଇ ପ୍ରଶଂସା କରିଛନ୍ତି ଏବଂ କମେଣ୍ଟ ଦେବାରେ ଲାଗିଛନ୍ତି।

https://www.instagram.com/p/B9pFv8ph8ap/?utm_source=ig_web_copy_link

କେବଳ ଫଟୋ ନୁହେଁ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ ହୋଇଥିବା ମଲାଇକାଙ୍କ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଭିଡିଓରେ ମଲାଇକା ତାଙ୍କ କାର୍‌ରୁ ବାହାରି ଜିମ୍‌ ଆଡ଼କୁ ଯାଉଛନ୍ତି। ସେହି ସମୟରେ ସେଠାରେ ଥିବା ଫଟୋଗ୍ରାଫର୍‌ ତାଙ୍କର ଫଟୋ ନେବା ପାଇଁ କହିଛି। ମଲାଇକା ଫଟୋଗ୍ରାଫରକୁ ପୋଜ୍‌ ମଧ୍ୟ ଦେଇଛନ୍ତି।

Advertisment

https://www.instagram.com/p/B9oBTOQJCI-/?utm_source=ig_web_copy_link

ତେବେ ଏପରି ନ୍ୟୁଡ୍‌ ଶେଟ୍‌ ଆଉଟଫିଟ୍‌ରେ ରହି ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିବା ମଲାଇକାଙ୍କ ପାଇଁ ନୂଆ ନୁହେଁ। ମଲାଇକାଙ୍କ ପୂର୍ବରୁ କ୍ୟାଟ୍ରିନା କୈଫ୍‌ଙ୍କୁ ଏପରି ଆଉଟଫିଟ୍‌ରେ ଦେଖିବାକୁ ମିଳିଥିଲା।

https://www.instagram.com/p/B9o8jd_HtJ3/?utm_source=ig_web_copy_link

ବର୍ତ୍ତମାନ ମଲାଇକା ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆଜ୍‌ ବେଷ୍ଟ ଡାନ୍ସର’କୁ ଜଜ୍‌ କରୁଛନ୍ତି। କାମ ବ୍ୟତୀତ ମଲାଇକା ତାଙ୍କ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe