ଦୁର୍ଘଟଣାରେ ମାଲାୟଲମ ଅଭିନେତାଙ୍କ ଦେହାନ୍ତ

ଥିରୁବନନ୍ତପୁରମ: ୨୦୨୦ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯେପରି ଏକ ଅଭିଶାପ ପାଲଟିଯାିଛି। ଗତ ସପ୍ତାହରେ ବଲିଉଡ ଦୁଇଜଣ ମହାନ କଳାକାର ଇରଫାନ୍ ଖାନ୍ ଓ ଋଷି କପୁରଙ୍କୁ ହରାଇଛି। ତେବେ ବର୍ତ୍ତମାନ ଏହି ତାଲିକାରେ ଅନ୍ୟ ଜଣେ ଅଭିନେତାଙ୍କ ନାମ ଯୋଡ଼ି ହୋଇଛି। ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ଜର୍ଜଙ୍କୁ ମାତ୍ର ୩୦ ବର୍ଷ […]

basil

basil

Chinmayee Roy
  • Published: Wednesday, 06 May 2020
  • Updated: 06 May 2020, 03:29 PM IST

Sports

Latest News

ଥିରୁବନନ୍ତପୁରମ: ୨୦୨୦ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯେପରି ଏକ ଅଭିଶାପ ପାଲଟିଯାିଛି। ଗତ ସପ୍ତାହରେ ବଲିଉଡ ଦୁଇଜଣ ମହାନ କଳାକାର ଇରଫାନ୍ ଖାନ୍ ଓ ଋଷି କପୁରଙ୍କୁ ହରାଇଛି। ତେବେ ବର୍ତ୍ତମାନ ଏହି ତାଲିକାରେ ଅନ୍ୟ ଜଣେ ଅଭିନେତାଙ୍କ ନାମ ଯୋଡ଼ି ହୋଇଛି। ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ଜର୍ଜଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁଯାୟୀ ରବିବାର ରାତିରେ କେରଳର ଏର୍ନାକୁଲମ୍ ଜିଲ୍ଲାରେ ତାଙ୍କ ଗାଡ଼ିର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି କାର ଦୁର୍ଘଟଣାରେ ଜର୍ଜଙ୍କ ସମେତ ସୁମଦାୟ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ କାରଟି କୋଲେନଚେରୀରୁ ମୁଭାଟୁପୁଜା ଅଭିମୁଖେ ଯାଉଥିଲାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାରଟି ଏକ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟିଯାଇଥିଲା। ଏହାପରେ ଏକ ଦୋକାନ  ତା’ପରେ କାରଟି ଶ୍ରମିକମାନେ ରହୁଥିବା ନିକଟସ୍ଥ ଏକ କୋଠାରେ ଯାଇ ପିଟି ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ କୋଲେନଚେରୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ବାସିଲ୍ ନିଜର ପ୍ରାଣ ତ୍ୟାଗ କରିଥିଲେ।

ସୂଚନାଯୋଗ୍ୟ, ବସିଲ୍ ଶେଷଥର ପାଇଁ ଫିଲ୍ମ ‘ପୁଓଭାଲିୟମ୍ କୁଞ୍ଜଦମ୍’ରେ ନଜର ଆସିଥିଲେ। ଫିଲ୍ମଟି ଗତ ବର୍ଷ ଅଗଷ୍ଟ ୩୦ରେ ରିଲିଜ୍ ହୋଥିଲା। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଆର୍ଯ୍ୟ ମଣିକାନ୍ଦା, ଶମି ଥାଇଲକନ୍ ଏବଂ ନୀନା କୁରୁପ ପ୍ରଭୃତି ଭୂମିକାରେ ଥିଲେ। ତେବେ ତାଙ୍କର ଏପରି ହଠାତ୍ ବିୟୋଗରେ ତାଙ୍କ ଫ୍ୟାନମାନେ ବହୁତ ଦଃଖି ହୋଇପଡ଼ିଛନ୍ତି। ଏଥିସହ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story